ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନା ଅଧୀନରେ ଟେକ୍ନିକାଲ ଏଣ୍ଟ୍ରି ସ୍କିମ୍ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୦୧.୦୨.୨୦୨୧
  • ଆବେଦନ ଶେଷ – ୦୨.୦୩.୨୦୨୧

ବୟସ ସୀମା

  • ସର୍ବନିମ୍ନ – ୧୬+ ବର୍ଷ
  • ସର୍ବନିମ୍ନ – ୧୯+ ବର୍ଷ

କୋର୍ସ ନାମ – ଟେକ୍ନିକାଲ ଏଣ୍ଟ୍ରି ସ୍କିମ୍

ପଦବୀ ସଂଖ୍ୟା – ୯୦ଟି

ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଦଶମ ପରୀକ୍ଷାରେ ପାସ୍ ସହିତ ଫିଜିକ୍ସ, କେମେଷ୍ଟ୍ରୀ ଏବଂ ମ୍ୟାଥମେଟିକ୍ସରେ ସର୍ବନିମ୍ନ ୭୦ ପ୍ରତିଶତ ମାର୍କ ରଖି ଯୁକ୍ତଦୁଇରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଅବିବାହିତ ପୁରୁଷ ହୋଇଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment