ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର କ୍ରିକେଟ ମହାପର୍ବ ଆଇପିଏଲ୍‌ରେ ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ଵାଇ ଇଣ୍ଡିଆନ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଚେନ୍ନାଇର ଏମ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ।

ଉଭୟ ଦଳ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଆଗରୁ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ସଂସ୍କରଣରେ ଉଭୟ ୩ଟି ଲେଖାଏଁ ମ୍ୟାଚ୍‌ରୁ ଦୁଇଟି ମ୍ୟାଚ୍‌ରେ ଜିତାପଟ ହାସଲ କରିଥିବା ବେଳେ ଆଜି ପ୍ରଥମ ଥର ଏହି ଦୁଇଟି ଦଳ ପରସ୍ପରକୁ ଭେଟିବେ। ଆଜିର ମ୍ୟାଚ୍‌କୁ ହାତେଇବାକୁ ଉଭୟ ଚେଷ୍ଟା କରିବେ। ତେବେ ଦେଖିବାକୁ ବାକି ରହିଲା ବିଜୟ କାହାର ହେଉଛି।

ଦିଲ୍ଲୀ କ୍ୟାପିଟାଲ୍ସ

ରିଷଭ୍ ପନ୍ତ (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ପୃଥ୍ଵୀ ଶ’, ରିପାଲ ପଟେଲ, ଶିଖର ଧଓ୍ଵନ, ସିସ୍ରୋନ୍ ହେଟମିର, ଷ୍ଟିଭ୍ ସ୍ମିଥ୍, ଅକ୍ଷର ପଟେଲ୍, କ୍ରିସ୍ ଓ୍ଵକ୍ସ, ଲଳିତ ଯାଦବ, ମାର୍କସ୍ ଷ୍ଟୋନିସ୍, ରବିଚନ୍ଦ୍ରନ୍ ଅଶ୍ଵିନୀ, ସାମ୍ ବିଲିଙ୍ଗସ୍, ବିଷ୍ଣୁ ବିନୋଦ, ଅମିତ ମିଶ୍ରା, ଅନରିଚ୍ ନର୍ଟଯେ, ଅବେଶ୍ ଖାନ୍, ଈଶାନ୍ତ ଶର୍ମା, କାଗିସୋ ରାବାଡା, ଲୁକମ୍ୟାନ ମେରିଆଲା, ଏମ ସିଦ୍ଧାର୍ଥ, ପ୍ରବୀଣ ଦୁବେ, ଟମ୍ କୁରାନ୍, ଉମେଶ ଯାଦବ।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଅନୁକୁଲ୍ ରାୟ, ଅର୍ଜୁନ ତେନ୍ଦୁଲକର, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ମାକ୍ରୋ ଜନସେନ୍, ଇଶାନ୍ କିଷନ୍, କ୍ଵିଣ୍ଟନ ଡିକକ୍, ଆଦାମ ମିଲ୍‌ନେ, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ପିୟୁଷ ଚାଓ୍ଵାଲା, ୟୁଦ୍ଧବିର ସିଂ।

Comment