ବିରିୟାନିଠୁ ଫ୍ରେଞ୍ଚଫ୍ରାଏସ୍, ରସଗୋଲାଠୁ ଆଇସକ୍ରିମ। ଭଳିକି ଭଳି ସୁଆଦିଆ ଖାଇବା ସହ ନାଚଗୀତର ଆସର। ଆଲୋକର ପର୍ବ ଦୀପାବଳି ଅବସରରେ ଦୃଷ୍ଟିବାଧିତଙ୍କ ପାଇଁ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମର ଆୟୋଜନ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ଅଭିନେତା ଆକାଶ ଦାସନାୟକ।

Comment