‘ଅଫ୍‌ବିଜିନେସ୍’ ଆରମ୍ଭ କଲାବେଳେ ଆଶିଷ ମହାପାତ୍ରଙ୍କ ବୟସ ଥିଲା ମାତ୍ର ୩୩। ନୂଆ ନୂଆ ଯେତେବେଳେ ଭେଞ୍ଚର କ୍ୟାପିଟାଲ ଉଠାଇବା ପାଇଁ ବଡ଼ ବଡ଼ ପୁଞ୍ଜି ଲଗାଣ ସଂସ୍ଥାଙ୍କର ଦ୍ୱାରସ୍ଥ ହେଉଥିଲେ, ସେତେବେଳେ ଥରେ ଦୁଇଥର ନୁହଁ, ୭୩ଥର ତାଙ୍କୁ ‘ନା’ ଶୁଣିବାକୁ ପଡ଼ିଥିଲା। କିନ୍ତୁ ସେ ସବୁ ପରିସ୍ଥିତିକୁ ସାହସର ସହ ସାମ୍ନା କରିଥିଲେ ଆଶିଷ।

‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଯୋଡ଼ି ହୋଇ ନିଜ ଜୀବନର ବିଭିନ୍ନ ଘଟଣା ବିଷୟରେ ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।

Comment