‘‘ସାଧାରଣ ବା ଅସାଧାରଣ, ଏଇଟା ଗୋଟିଏ ମାନସିକତାର ବିଷୟ କେବଳ। ମୋ’ର ଧାରଣା, ଯିଏ ନିଜକୁ ଅସାଧାରଣ ବୋଲି ମନେକରେ, ସେଇ ମଣିଷର ଯାତ୍ରା ସେଇଠି ଶେଷ ହୋଇଯାଏ। ମୁଁ ସବୁବେଳେ ଭାବେ, ମୁଁ ସାଧାରଣ ନୁହେଁ, ତା’ଠାରୁ ଯଦି ତଳେ କିଛି ଥାଏ, ସେଇଠି ମୋ’ର ସ୍ଥାନ।’’ ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଯୋଡ଼ି ହୋଇ ନିଜ ଜୀବନର କିଛି ଅଭୁଲା ସ୍ମୃତି ବିଷୟରେ କହିଛନ୍ତି ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।

Comment