ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ୍, ଯାହାକୁ ସାଧାରଣତଃ ସମସ୍ତେ ଟେଷ୍ଟ ଟ୍ୟୁବ୍ ବେବି ବୋଲି କହିଥାନ୍ତି। ପ୍ରାକୃତିକ ଭାବେ ଯଦି ଗର୍ଭଧାରଣରେ କୌଣସି ସମସ୍ୟା ହୋଇଥାଏ, ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହେବା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର କୁହନ୍ତି। ସନ୍ତାନ ଜନ୍ମ ପାଇଁ ଏହା ଏକ କୃତ୍ରିମ ମାଧ୍ୟମ।

ତେବେ କେମିତି ହୁଏ ଟେଷ୍ଟଟ୍ୟୁବ ବେବି, ଜଣେ କେତେ ବେଳେ ଆଇଭିଏଫର ସହାୟତା ନେଇପାରିବେ? ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #WorldIVFDay #Celebration #InVitroFertilization

Comment