ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧୀନରେ ଅବକାରୀ ବିଭାଗରେ ୩୪ଟି ସବ୍-ଇନ୍ସିପେକ୍ଟର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ ମାଧ୍ୟମରେ ସେପ୍ଟେମ୍ଵର ୧୫ ପୂର୍ବରୁ କରନ୍ତୁ ଆବେଦନ।
ପଦବୀ ନାମ – ଅବକାରୀ ସବ-ଇନ୍ସିପେକ୍ଟର
ପଦବୀ ସଂଖ୍ୟା
- SC- ୧୦
- ST- ୧୨
- UNRESERVED- ୧୨
- ମୋଟ୍ ପଦବୀ ସଂଖ୍ୟା – ୩୪
ସ୍ଥାନ – କଟକ
ଆବେଦନ ପାଇଁ ଶେଷ ତାରିଖ – ୧୫ ସେପ୍ଟେମ୍ଵର ୨୦୨୦ଆବେଦନ ପାଇଁ ବୟସ ସୀମା –
- ସର୍ବନିମ୍ନ ୨୧ ବର୍ଷ
- ସର୍ବାଧିକ ୩୨ ବର୍ଷ
ବେତନ – ୧୦,୦୦୦(ମାସିକ)
ଆବେଦନ ଫି
- ୨୦୦ ଟଙ୍କା
- SC/ST/PWD ବର୍ଗର ଛାତ୍ରଛାତ୍ରୀମାନେ ମାଗଣାରେ ଆବେଦନ କରିପାରିବେ।
ଶିକ୍ଷାଗତ ଯୋଗ୍ୟତା
ଯେକୌଣସି ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।