ପିଆଜ କହୁଛି ମତେ ଛୁଅଁନା – ଦର ଛୁଇଁଲା ୧୨୦
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନଧରି ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି। ଆଜି ବଜାରରେ ପିଆଜ ଦର ୧୨୦ରେ ପହଞ୍ଚିଛି।
ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି...
ଲଞ୍ଚ୍ ହେଲା କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫, ଶସ୍ତା ହେବ 5G ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ଚିପ୍ ସେଟ୍ କମ୍ପାନି କ୍ୱାଲକମ୍ ୩ଟି ନୂଆ ସ୍ମାର୍ଟଫୋନ ପ୍ରୋସେସର ଲଞ୍ଚ୍ କରିଛି। ଏହି ୩ଟି ପ୍ରୋସେସର ହେଉଛି କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫, ସ୍ନାପଡ୍ରାଗନ ୭୬୫ ଏବଂ ସ୍ନାପଡ୍ରାଗନ ୭୬୫ଜି।...
ଡିସେମ୍ବର ୬ ପରେ ବି ଶସ୍ତାରେ ପାଇପାରିବେ ଜିଓ ପ୍ଲାନ୍, ଜାଣନ୍ତୁ କେମିତି କରିବେ ରିଚାର୍ଜ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୬ ତାରିଖରୁ ଜିଓ ତାର ତାରିଫ୍ ପ୍ଲାନକୁ ବଢ଼ାଇବାକୁ ଯାଉଛି। ଯାହା ଫଳରେ ଗ୍ରାହକମାନେ ନିଜର ପ୍ଲାନ ରିଚାର୍ଜ କରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ।...
ଏଣିକି ମାତ୍ର ୩ ଦିନରେ କରିପାରିବେ ମୋବାଇଲ୍ ନମ୍ବର ପୋର୍ଟାବିଲିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ।
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍...
ଗାନ୍ଧୀ ପରିବାର ପାଇଁ ଏସ୍ପିଜି ସଂଶୋଧନ ବିଲ୍ ହୋଇନି – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ପରେ ରାଜ୍ୟସଭାର ଅନୁମୋଦନ ଲାଭ କଲା ଏସ୍ପିଜି ସଂଶୋଧନ ବିଲ୍।
"ଗାନ୍ଧୀ ପରିବାର ପାଇଁ ଏସ୍ପିଜି ବିଲରେ ସଂଶୋଧନ ହୋଇନାହିଁ। କୌଣସି ପରିବାର କିମ୍ବା ବ୍ୟକ୍ତିକୁ ଆଖି ଆଗରେ ରଖି ଏହି...
ମୋଦୀ ସରକାର ଦେଲେ ଭରସା – ବ୍ୟାଙ୍କ ମିଶ୍ରଣ ହେଲେ କର୍ମଚାରୀ ହରାଇବେ ନାହିଁ ଚାକିରି
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଖୁବ୍ଶୀଘ୍ର ମିଶ୍ରଣ ହେବ ବୋଲି କିଛି ଦିନ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ବ୍ୟାଙ୍କ ମିଶ୍ରଣ ହେଲେ କିଛି କର୍ମଚାରୀ ଚାକିରି ହରାଇବା ନେଇ...
୪ ହଜାର ଟଙ୍କା ଯାଏଁ ଶସ୍ତା ହେଲା Vivo V15 Pro ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ। ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ Vivo V15 Pro ଏବଂ Vivo S1 ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ଦିଆଯାଉଛି। Vivo...
LIC ଗ୍ରାହକଙ୍କୁ ଆଶ୍ୱସ୍ତି – ଏଣିକି କ୍ରେଡିଟ୍ କାର୍ଡ ପେମେଣ୍ଟରେ ଦେବାକୁ ପଡ଼ିବନି ଚାର୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନ ବୀମା ନିଗମ(ଏଲ୍ଆଇସି) ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍ କାର୍ଡ ଜରିଆରେ ଏଲ୍ଆଇସିର କୌଣସି ପ୍ରିମିୟମ ଭରିଲେ ଆପଣଙ୍କୁ କୌଣସି ଅତିରିକ୍ତ ଫି' ଦେବାକୁ ପଡ଼ିବନି। ଡିଜିଟାଲ ପେମେଣ୍ଟକୁ...
ନୂଆବର୍ଷରୁ ମହଙ୍ଗା ହେବ ମାରୁତି ସୁଜୁକି କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନୂଆବର୍ଷଠାରୁ କାର୍ଗୁଡ଼ିକର ଦାମ୍ ବଢ଼ାଇବାକୁ ଘୋଷଣା କରିଛି। ଗତ ଏକ ବର୍ଷ ମଧ୍ୟରେ କଞ୍ଚାମାଲ୍ ଦରରେ ବୃଦ୍ଧି ଲାଗି ରହିଥିବାରୁ...
ଡିସେମ୍ବର ୬ରୁ ଜିଓର କଲ୍ ଦର ବଢ଼ିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏଣିକି ଶସ୍ତା କଲ୍ କରିବାର ଯୁଗ ସରିବାକୁ ଯାଉଛି। କାରଣ ଏୟାରଟେଲ୍ ଓ ଆଇଡିଆ ପରେ ଏବେ ଜିଓ ନିଜର କଲ୍ ଦର ମହଙ୍ଗା କରିବାକୁ ଯାଉଛି। ଏନେଇ ରବିବାର...




















