ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ଯମୁନା ନାୟକ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଯମୁନା ନାୟକ ନିର୍ବାଚିତ ହୋଇଛନ୍ତି। ଏହି ଉପନିର୍ବାଚନ ଲାଗି ଅନ୍ୟ କୌଣସି ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ଯମୁନା...

ସ୍ଵର୍ଗତ ସ୍ୱାମୀଙ୍କ ଜନ୍ମଦିନରେ ପତ୍ନୀଙ୍କ ନିଆରା ଉପହାର, କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲକୁ ଅର୍ଥ ଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵର୍ଗତ ସ୍ଵାମୀଙ୍କ ଜନ୍ମ ଦିବସରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଦାନ କଲେ ପତ୍ନୀ। ସ୍ୱର୍ଗତ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରର ସରକାରୀ କୁଇନ ଅଫ୍...

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ, କାର୍ଯ୍ୟକ୍ରମରେ ଡକା ନଯିବାରୁ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଶୁକ୍ରବାର ଗଞ୍ଜାମର ବେଗୁନିଆପଡ଼ା ସ୍ଥିତ ବାଲାଜୀ ବିଦ୍ୟାପୀଠରେ ଏକ କାର୍ଯ୍ୟକ୍ରମରେ...

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...

ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆରପାରିରେ ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର। ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡକ୍ଟର ମହାପାତ୍ରଙ୍କ ଅକାଳ ବିୟୋଗ...

ରବିବାର ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାରଠାରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଆରମ୍ଭ ହେବ ବିମାନ ଉଡ଼ାଣ। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ଏଠାରୁ ଭୁବନେଶ୍ଵରକୁ ବିମାନ ଉଡ଼ିବ। ଏନେଇ ଓଡ଼ିଶା ବାଣିଜ୍ୟ...

ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା। ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରାଙ୍କର ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁରସ୍ଥିତ...

ଛାତ୍ରୀଙ୍କୁ ରାଗିଂ ମାମଲା: ୧୨ ଛାତ୍ରଛାତ୍ରୀ ବହିଷ୍କୃତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସମ୍ମୁଖରେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରିବା ଓ ସେହି ସମୟର ଦୃଶ୍ୟକୁ ଉପଭୋଗ କରିବା ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ପଢ଼ୁଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ...
MKCG

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ସୁପରସ୍ପେଶାଲିଟି ବିଲ୍ଡିଂର ପ୍ଲାଷ୍ଟିକ୍ ସର୍ଜରୀ ଓ୍ଵାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଭାବେ...

ଓଡ଼ିଶାରେ କଳା ଶିକ୍ଷା

କପିଳାସ ଭୂୟାଁ ଆଜିକା ଦିନରେ ଓଡ଼ିଶାରେ କଳା ଶିକ୍ଷା ବ୍ୟବସ୍ଥା ଏକ ଉନ୍ନତ ଅବସ୍ଥାରେ ପହଞ୍ଚିଛି ବୋଲି ନିର୍ଦ୍ଵନ୍ଦ୍ଵରେ କୁହାଯାଇପାରେ। ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ସରକାରୀ...