ଆସନ୍ତାକାଲି ସକାଳ ୮ଟାରୁ ପଦ୍ମପୁର ଭୋଟ ଗଣତି: ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଆସିବ ପଦ୍ମପୁର ପରୀକ୍ଷାର ଫଳାଫଳ। ଡିସେମ୍ବର ୫ ତାରିଖରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ...
ଅର୍ଚ୍ଚନା ନାଗ ବ୍ଳାକମେଲିଂ ମାମଲା: ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା। ରଞ୍ଜିତ ବେହେରା ଆଜି ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।...
ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତି, ବୀର ଗାଥା କାହାକୁ ଅଛପା ନାହିଁ। ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତା ଭାବରେ ସେ...
ସୋଆ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୋମବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳିତ...
ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି – ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଅଧଘଣ୍ଟା ସମୟ ଦିଅ, ସବୁ ପ୍ରମାଣ ଦେବି। ମୁଁ ଯେତେବେଳେ ମୁହଁ ଖୋଲିବି ସାରା ରାଜ୍ୟ ଓଲଟପାଲଟ ହେଇଯିବ। ସମସ୍ତେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୁଁ କାହାରିକୁ...
ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ, ଖୋଲିବ ଆର୍ଥିକ ସାମ୍ରାଜ୍ୟର ରହସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାତ ଦିନିଆ ରିମାଣ୍ଡରେ ଗଲେ ଅର୍ଚ୍ଚନା ନାଗ। ଏହି ୭ ଦିନ ମଧ୍ୟରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟର ରହସ୍ୟ ଉନ୍ମୋଚନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।
ବ୍ଲାକମେଲ କରି ଟଙ୍କା ହଡ଼ପ କରିବା...
୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାତ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ ୭ ଦିନ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର...
ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ୩୦ଟି ଜିଲ୍ଲାରେ ନିର୍ମାଣ ହେବ କ୍ଷୁଦ୍ର ଶିଳ୍ପ ଉଦ୍ୟାନ – ମୁଖ୍ୟମନ୍ତ୍ରୀ ନବୀନ...
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=KGKS3h6rQzI]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ଆୟୋଜିତ ‘ମହିଳା ଉଦ୍ୟୋଗୀ ଅଧିବେଶନ’ରେ ମୁଖ୍ୟ ଅତିଥି...
ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଝାରପଡା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ କୋର୍ଟରେ ହାଜର କରାଯାଇଛି। କୋର୍ଟକୁ...
ଆମେରିକା ଓ ଲଣ୍ଡନ ବଜାରରେ ବିକ୍ରି ହେବ ଓଡ଼ିଶା ମହିଳା ଏସ୍ଏଚ୍ଜିର ସାମଗ୍ରୀ – ସୁଜାତା ଆର୍. କାର୍ତ୍ତିକେୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=RkYqHot4-LQ]‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ର ତୃତୀୟ ସଂସ୍କରଣ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀରେ ବଡ଼ ବଡ଼...




















