ଆଜିଠୁ ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସୋମବାରଠାରୁ ରାଜଧାନୀ ଭୁବନେଶ୍ଵରରୁ ଜୟପୁର ସହରକୁ ଆରମ୍ଭ ହେଲା ବିମାନ ସେବା। ଆଜି ସକାଳ ୧୦ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ...

ଧଉଳିର ସୁବର୍ଣ୍ଣ ଜୟନ୍ତୀ: ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହେଲା ଶାନ୍ତିସ୍ତୂପ

ଓଡ଼ିଶାଲାଇଭ୍ ବ୍ୟୁରୋ ୫୦ ବର୍ଷ ପୂର୍ଣ୍ଣ କଲା ଧଉଳି ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ହେବ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ ଶାନ୍ତିର ବାର୍ତ୍ତା ଦେଉଛି ଧଉଳି: ମୁଖ୍ୟମନ୍ତ୍ରୀ ୧୯୭୨...

ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ ‘ନକ୍ଷତ୍ର ନ୍ୟୁଜ୍’ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୬)

ଡକ୍ଟର ଫକୀର ମୋହନ ନାହାକ 'ଓଡ଼ିଶାରେ ଟେଲିଭିଜନର ଯାତ୍ରା' ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ମାମଲା: ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ। ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି...

କଳିଙ୍ଗ ଷ୍ଟାଡିୟମରେ ୨୮ରୁ ଏଫଆଇଏଚ ହକି ପ୍ରୋ-ଲିଗ୍: ହରମନପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ହକି ପ୍ରୋ-ଲିଗ୍‌ର ନୂଆ ସିଜନ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତୀୟ ଦଳର ଆରମ୍ଭ ହୋଇଛି...

ଭୁବନେଶ୍ୱରରେ ଖୋଲିଲା ଆଇବିଏମର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଠାରେ ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟରର(ସିଆଇସି) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇବିଏମ୍ ନିଜର ଗ୍ରାହକ ସେବା ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଓଡ଼ିଶାରେ ଏହି କେନ୍ଦ୍ର ଖୋଲିଛି। ଭୁବନେଶ୍ୱର...

ମାଟିରେ ମିଶିବ ତ୍ରାହି ଅଚ୍ୟୁତ ଆଶ୍ରମ: ଭଙ୍ଗା ଚାଲିଛି ବେଆଇନ କୋଠା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟିରେ ମିଶିବାକୁ ଯାଉଛି ଝିଣ୍ଟି ଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ। ତ୍ରାହି ଅଚ୍ୟୁତ ନଗର ମୌଜାରେ ଗଢ଼ିଥିବା ବେଆଇନ କୋଠାଗୁଡ଼ିକୁ ମାଟିରେ ମିଶାଇବାର ପ୍ରକ୍ରିୟା ଆରମ୍ଭ କରିଛି ବିଡିଏ। ଆଜି...

ସମ୍ ହସ୍ପିଟାଲ ପକ୍ଷରୁ ପାଳନ ହେଲା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ପ୍ରତିକ ପ୍ରତିକୂଳ ଅବସ୍ଥାରେ ମାନସିକ ସନ୍ତୁଳନ ବଜାୟ ରଖିବା ଏକ କଷ୍ଟକର ବିଷୟ। ମାତ୍ର ଏହି ସମସ୍ୟାର ସଫଳ ସମାଧାନର ଆବଶ୍ୟକତା ରହିଛି ବୋଲି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ...

ବାର୍ବେକ୍ୟୁ ନେସନରେ ଦାନ ଉତ୍ସବ – ରେସ୍ତୋରାଁରେ ବସି ସୁଆଦିଆ ଖାଦ୍ୟ ଖାଇଲେ ୧୨୦ ବସ୍ତି ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lF_OEsDoXfo] ରେସ୍ତୋରାଁରେ ଅତିଥି ସାଜିଲେ ବସ୍ତି ପିଲା। କେକ୍‌ଠାରୁ ବିରିୟାନି, ଫ୍ରେଞ୍ଚଫ୍ରାଏରୁ ଗୁଲାବ ଜାମୁ, ପିଲାମାନଙ୍କୁ ପରସାଗଲା ଭଳିକି ଭଳି ସୁଆଦିଆ ଖାଦ୍ୟ। ନିଜ ମନ ପସନ୍ଦର ଭୋଜନ ଖାଇ ପିଲାଙ୍କ...

ନିଯୁକ୍ତି ସୁଯୋଗ: ଓଡ଼ିଶାଲାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ‘ମ୍ୟାନେଜର୍ – ଆଡ୍‌ ସେଲ୍‌ସ’ ଓ ଅନ୍ୟାନ୍ୟ ପଦବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍’ ପକ୍ଷରୁ ମ୍ୟାନେଜର୍ - ଆଡ୍‌ ସେଲ୍‌ସ ଏବଂ ଅନ୍ୟାନ୍ୟ ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି। ‘ମ୍ୟାନେଜର୍ - ଆଡ୍ ସେଲ୍‌ସ’ ପଦବୀ ପାଇଁ ପ୍ରିଣ୍ଟ,...