ଭୁବନେଶ୍ୱରରେ ପୁଣି ଖୋଲିଲା ଆହାର କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ପୁଣି ଖୋଲିଛି ଆହାର କେନ୍ଦ୍ର। ଅନଲକ ୬.୦କୁ ଅଧିକ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ସମସ୍ତ ଆହାର କେନ୍ଦ୍ର ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଓ ଲକଡାଉନ ପରେ ଏହି...

ବ୍ୟାଟେରିଚାଳିତ ଯାନରେ ଅଳିଆ ଉଠାଇବ ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରାେ ବ୍ୟାଟେରିଚାଳିତ ଯାନରେ ଏଣିକି ଅଳିଆ ଉଠାଇବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଏଣିକି ଅଳିଆ ଆବର୍ଜନା ଉଠିବା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ସମସ୍ତ ଅଞ୍ଚଳ ପରିଷ୍କାର ଦେଖାଯିବା...

ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ (ଓପିଡି)। ପ୍ରାଥମିକ ପର୍ଯ୍ୟାୟରେ ୮ ତାରିଖ ପର୍ଯ୍ୟନ୍ତ ପ୍ରତି ବିଭାଗରେ ଦୈନିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏହାପରେ ୯ରୁ ସପ୍ତାହେ...

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ବୁଧବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ କଟକଣାକୁ ମାନି...

ଭୁବନେଶ୍ଵରରୁ ୬ଜଣ ସାମ୍ଵାଦିକ ଗିରଫ, ନ୍ୟୁଜ୍ କରିଦେବେ ଧମକ ଦେଇ ମାଗୁଥିଲେ ୩ଲକ୍ଷ ଟଙ୍କା ବଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ୬ ସାମ୍ଵାଦିକ ଗିରଫ। ଦାଦାବଟି ଆଦାୟ ଏବଂ ନ୍ୟୁଜ୍ କରିଦେବା ନେଇ ଧମକ ସହ ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ସୋମବାର ୬ ଜଣ ଓ୍ଵେବ ପୋର୍ଟାଲ ସାମ୍ଵାଦିକଙ୍କୁ ଗିରଫ...

୨୦୦ ଟଙ୍କାରେ ପୁରୁନି ପରିବା ବ୍ୟାଗ – ପିଆଜ ଦର ୮୦, ବାଇଗଣ କିଲୋ ୪୦

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନ ଧରି ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି। ପରିବା ଦରରେ ଲାଗିଛି ନିଆଁ। ସ୍ଥିତି ଏମିତି ଯେ, ଖାଉଟିମାନଙ୍କୁ ଏବେ ବଜାର ଯିବାକୁ ଡର ମାଡିଲାଣି। ପୂର୍ବରୁ...

ସମ୍‌ ହସ୍ପିଟାଲରେ କୋଭିଡ୍‌କୁ ପରାସ୍ତ କଲେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକ୍ତ ହେଲେ ଜଣେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ। ଏହି ବୃଦ୍ଧ ହେଉଛନ୍ତି ମୁରଲୀଧର ଶତପଥୀ। ସମ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ...

ଦାଦାବଟି ରୋକିବାକୁ କମିସନରେଟ୍ ପୋଲିସ ଜାରି କଲା ନୂଆ ହେଲ୍ପଲାଇନ୍ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ ଦାଦାବଟି ରୋକିବାକୁ କମିସନରେଟ୍ ପୋଲିସ ଜାରିକଲା ହେଲ୍ପଲାଇନ୍ ନମ୍ବର। ମଙ୍ଗଳବାର ପୋଲିସ ଡିଜି ଅଭୟ ପ୍ରେସମିଟ୍ କରି ଏହି ସୂଚନା ଦେବା ସହ ନୂଆ ନମ୍ବରକୁ ଘୋଷଣା କରିଛନ୍ତି। ପୋଲିସ ଡିଜି ଅଭୟ...

ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବା ପାଇଁ ତିଆରି ହେବ ଦୁଇଟି ଫ୍ଲାଇଓଭର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀର ମୁଖ୍ୟ ରାସ୍ତା ଉପରେ ହେଉଥିବା ଭିଡ଼କୁ କମାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଜୟଦେବ ବିହାର ଓ ନନ୍ଦନକାନନ ମଧ୍ୟରେ ଦୁଇଟି...

ସମ୍ ହସ୍ପିଟାଲରେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ଉପରେ କର୍ମଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ଉପରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାକୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ...