ଭୁବନେଶ୍ୱର ଟ୍ରାଫିକ ସମସ୍ୟା: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି କେ ପାଣ୍ଡିଆନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସେହି ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ...

ଅମିତ ଶାହ କହିଲେ – “୨୦୨୪ରେ ଓଡ଼ିଶାରେ ବିଜେପି ସରକାର”  

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେପିକୁ ଲୋକେ ହିନ୍ଦୀ ଭାଷୀ ଦଳ ବୋଲି କହୁଥିଲେ। ଉତ୍ତର ପୂର୍ବାଞ୍ଚଳରେ ବିଜେପି ସରକାର ଚାଲିଛି। ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଆମ ସରକାର। ତେଣୁ ଆସନ୍ତା ୨୦୨୪ ମସିହାରେ...

ରାଜଧାନୀ ଭୁବନେଶ୍ଵରରେ ଗଡ଼ିଲା ଇ-ବସ ଓ ଇ-ରିକ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ...

ରାଜଧାନୀ ରାସ୍ତାରେ ହାଇଡ୍ରାମା – ଥାନାକୁ ଗଲା ‘ଷ୍ଟାର୍’ ପରିବାର କଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ୍ ଷ୍ଟାର ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଆଉ ବିଚ୍ ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ ପିଟିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।...

ଦୁଇ ଓଡ଼ିଆ ପୁଅଙ୍କ କମାଲ୍ – ସମୁଦ୍ର ଭିତରେ ଅନୁସନ୍ଧାନ କାମ ପାଇଁ ତିଆରି କଲେ ଅତ୍ୟାଧୁନିକ ରୋବୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ytJdaIvrBcY] ଏଣିକି ସମୁଦ୍ରର ଗଭୀର ପାଣି ଭିତରୁ କୌଣସି ସୂକ୍ଷ୍ମ ତଥ୍ୟ ସଂଗ୍ରହ, ଅନୁସନ୍ଧାନ କାର୍ଯ୍ୟ, ଥ୍ରୀଡି ଫଟୋ ଉତ୍ତୋଳନ ଆଦି ସହଜ ହୋଇଯିବ। ଖୁବ୍ କମ୍ ସମୟ ମଧ୍ୟରେ ପାଣି...

ପୁଣି କଟକଣା କଡ଼ା କଲା ବିଏମସି: ଏବେ ‘ନୋ ମାସ୍କ ନୋ ଏଣ୍ଟ୍ରି’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦେଖି ରାଜଧାନୀ ପାଇଁ ଶନିବାର ଦିନ ପୁଣି କୋଭିଡ କଟକଣାକୁ କଡ଼ା କରିଛି ଭୁବନେଶ୍ଵର ମହାନଗର ନିଗମ(ବିଏମସି)। ଏଣିକି ମାସ୍କ ନଥିଲେ କୌଣସି...

ଜୁଲାଇ ୨୧ରେ ଆୟୋଜିତ ହେବ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୨’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ବୁଷ୍ଟର ଡୋଜ୍ ହେବ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୨’ ଗାଁ ଗାଁକୁ ପହଞ୍ଚିବ ଲଘୁ ଉଦ୍ୟୋଗ: ମନ୍ତ୍ରୀ ପ୍ରତାପ କେଶରୀ ଦେବ ଖାଦ୍ୟ ପ୍ରକ୍ରିୟାକରଣ...

ବଢ଼ୁଛି ସଂକ୍ରମଣ: କଟକଣା କଡ଼ା କଲା ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ଵରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ଗତ ୨୪...

ରେଡ ଜୋନକୁ ଫେରିଲା ରାଜଧାନୀ: ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଫାଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ କେବଳ...

ଭୁବନେଶ୍ୱର ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଦିନ ୧୧ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ...