ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି। ଜନସାଧାରଣଙ୍କ ଭାବାବେଗକୁ ନଜରରେ ରଖି ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ...
ଗୋଇଠି ଯନ୍ତ୍ରଣାର ଚିକିତ୍ସା ନିମନ୍ତେ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ଥାପନ ହେଲା ଡାଏଗ୍ନୋଷ୍ଟିକ୍ ଟୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଭାରତରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ ହେଲା। ଏହି ଟୁଲ୍ ଦ୍ଵାରା ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର...
ଭୁବନେଶ୍ୱରରେ ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା-୨୦୨୧’, ଏଥରର ମାସ୍କଟ୍ ‘ପାଳଛତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UlkfGlKbo7w]
ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ ‘କୃଷି ଓଡ଼ିଶା ୨୦୨୧’
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ
ମାସ୍କଟ 'ପାଳଛତୁ' ଉଦଘାଟିତ
ଏ ବର୍ଷର ଥିମ୍ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’
କୃଷି ଓଡ଼ିଶାରେ...
ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ – ମାର୍ଚ୍ଚ ୧୫ରେ ବିଏମସି କାର୍ଯ୍ୟାଳୟ ଘେରିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରାଞ୍ଚଳବାସୀଙ୍କ ଠାରୁ ବେଆଇନ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି। ମହାନଗର ନିଗମ ଅଧିନରେ କାର୍ଯ୍ୟରତ ମୁଷ୍ଟିମେୟ ଅଣଓଡ଼ିଆ ବାବୁମାନଙ୍କ ସ୍ୱେଚ୍ଛାକୃତ ମନୋଭାବ ଯୋଗୁଁ ଏଭଳି ହେଉଥିବା,...
କଟକଣାରେ ଜାଗର ଯାତ୍ରା – ଲିଙ୍ଗରାଜରେ ୬୦ ବର୍ଷରୁ ଅଧିକ, ୧୦ ବର୍ଷରୁ କମ୍ ଭକ୍ତଙ୍କୁ ଦର୍ଶନ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏ ବର୍ଷ କୋଭିଡ କଟକଣାରେ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପୂଜା। ସେଦିନ ମନ୍ଦିରକୁ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସ୍କ ଯାଇପାରିବେନି। ବିଡିଏ...
ମାର୍ଚ୍ଚ ପହିଲାରୁ ବୟସ୍କ ନେବେ କରୋନା ଟିକା – ଭୁବନେଶ୍ଵରର ୨୨ଟି କେନ୍ଦ୍ରରେ ହେବ ଟିକାକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ...
ମାର୍ଚ୍ଚ ପହିଲାରୁ ଆରମ୍ଭ ଯୁକ୍ତ ୩ ପ୍ରଥମ ବର୍ଷର କ୍ଲାସ – ଅନଲାଇନରେ ହେବ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରେ ହେବ ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସ। ୨୦୨୧-୨୨ ଶିକ୍ଷା ବର୍ଷର ଛାତ୍ରଛାତ୍ରୀ ମାର୍ଚ୍ଚ ପହିଲାରୁ ଅନଲାଇନରେ ପଢ଼ିବେ ପାଠ। ପୁଣିଥରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି...
ରାଜ୍ୟରେ ବଢୁଛି ଖରା – ହିଟ୍ୱେଭ ପାଇଁ ସତର୍କ କରାଇଲେ ଏସଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ପଦୀପ ଜେନା ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଗତ ୨୪ ଘଣ୍ଟମଧ୍ୟରେ ରାଜ୍ୟର ଅନେକ...
ତେଲ ଦର ବୃଦ୍ଧି ପ୍ରତିବାଦରେ ମୋଦିଙ୍କ ପୋଷ୍ଟର ଚିରିଲା କଂଗ୍ରେସ – ସାଇକେଲରେ ବିଧାନସଭା ଆସିଲେ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ଦର ବୃଦ୍ଧିକୁ ନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ମଙ୍ଗଳବାର ସାଇକେଲ ଚଳାଇ ସିଧା ବିଧାନସଭାରେ ପହଞ୍ଚିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି, ଅଧିରାଜ ପାଣିଗ୍ରାଣୀ, ସୁରେଶ...
ବିଏମସିର ନୂଆ ଯୋଜନା – କେହି ଭୋକିଲା ରହିବେନି କି ଖାଦ୍ୟ ନଷ୍ଟ ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଏଣିକି କେହି ଭୋକିଲା ରହିବେ ନାହିଁ କି ରନ୍ଧା ଖାଦ୍ୟ ନଷ୍ଟ ହେବ ନାହିଁ। ବିଏମ୍ସିର ନୂଆ ଯୋଜନା ଅନୁସାରେ ବଳକା ଖାଦ୍ୟକୁ ଭୋକିଲା ଲୋକଙ୍କୁ...




















