ସିଫାରେ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ – ‘‘କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଜଳଜୀବ କୃଷିର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା କେନ୍ଦ୍ରଠାରେ ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ କଂଗ୍ରେସ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ...
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଆଜି ମଧ୍ୟାହ୍ଣ ୧୨ଟା ୧୫ମିନିଟ୍ରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରୀମାନଙ୍କୁ...
ଆରମ୍ଭ ହେଲା ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ...
ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ – ‘‘ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ଉଠୁଥିଲା ପଡୁଥିଲା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏଥିପାଇଁ ଗୃହ ଅଚଳ ହୋଇଥିଲା।...
ସିଆଇଆଇ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା–୨୦୧୯’ ଉଦ୍ଘାଟିତ : ‘‘ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏଣ୍ଟରପ୍ରାଇଜ୍ ଓଡ଼ିଶା – ୨୦୧୯’କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ...
ବିଧାନସଭା ଶୀତ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା।
ବିଧାନସଭାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ୍...
ଏଣିକି ବିଧାନସଭାରେ ମୋବାଇଲ୍ ଆପ୍ ଜରିଆରେ ପ୍ରଶ୍ନ ପଚାରିବେ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ମୋବାଇଲ ସାହାଯ୍ୟରେ ପ୍ରଶ୍ନ ପଚାରିପାରିବେ ବିଧାୟକ। ବିଧାନସଭାର ଶୀତ ଅଧିବେଶନରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ...
ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କକୁ ନେଇ ଭୁବନେଶ୍ୱରରେ ଫଟୋଚିତ୍ର ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ରିସୋର୍ସ୍ ଇଣ୍ଡିକା ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱ ଲଳିତ କଳା ଏକାଡେମୀଠାରେ ଉଦ୍ଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ...
ନଭେମ୍ବର ୧୪ରେ ସମ୍ ହସ୍ପିଟାଲରେ ମାଗଣାରେ ହେବ ଚକ୍ଷୁ ରୋଗୀଙ୍କ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଇବେଟିକ୍ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା।
ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ...
ପାତ୍ରପଡ଼ାରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇଲା ୟୁନିକ୍ ପାଠଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି ‘ୟୁନିକ୍ ପାଠଶାଳା-ଇଚ ଓ୍ଵାନ୍ ଟିଚ୍ ଓ୍ଵାନ୍’। ଗରିବ ଓ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବା ପାଇଁ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍...





















