ଆରମ୍ଭ ହେଲା ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ...

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ – ‘‘ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ଉଠୁଥିଲା ପଡୁଥିଲା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏଥିପାଇଁ ଗୃହ ଅଚଳ ହୋଇଥିଲା।...

ସିଆଇଆଇ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା–୨୦୧୯’ ଉଦ୍‌ଘାଟିତ : ‘‘ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା – ୨୦୧୯’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ...

ବିଧାନସଭା ଶୀତ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ବିଧାନସଭାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ୍...

ଏଣିକି ବିଧାନସଭାରେ ମୋବାଇଲ୍ ଆପ୍ ଜରିଆରେ ପ୍ରଶ୍ନ ପଚାରିବେ ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ମୋବାଇଲ ସାହାଯ୍ୟରେ ପ୍ରଶ୍ନ ପଚାରିପାରିବେ ବିଧାୟକ। ବିଧାନସଭାର ଶୀତ ଅଧିବେଶନରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ...

ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କକୁ ନେଇ ଭୁବନେଶ୍ୱରରେ ଫଟୋଚିତ୍ର ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ରିସୋର୍ସ୍ ଇଣ୍ଡିକା ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱ ଲଳିତ କଳା ଏକାଡେମୀଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ...

ନଭେମ୍ବର ୧୪ରେ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ଚକ୍ଷୁ ରୋଗୀଙ୍କ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଡାଇବେଟିକ୍‌ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା। ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ...

ପାତ୍ରପଡ଼ାରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇଲା ୟୁନିକ୍ ପାଠଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି ‘ୟୁନିକ୍ ପାଠଶାଳା-ଇଚ ଓ୍ଵାନ୍ ଟିଚ୍ ଓ୍ଵାନ୍’। ଗରିବ ଓ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବା ପାଇଁ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌...

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୟୁନିସେଫ୍ ଏବଂ ୟଙ୍ଗ ଇଣ୍ଡିଆ ସହଯୋଗରେ ଆୟୋଜିତ ଦ୍ୱିତୀୟ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ...

ଗଞ୍ଜେଇ ବେପାରରୁ ଅପହରଣ, ଫୋନ ନମ୍ଵର ଟ୍ରାକ କରି ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଗଞ୍ଜେଇ ବେପାରରେ ୨୮ ହଜାର ଠକାମିରେ ପ୍ରତିଶୋଧ ପରାୟଣ ହୋଇ କରିଥିଲେ ଅପହରଣ। ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଗଞ୍ଜେଇ କିଣିବାକୁ ଯାଇ ଠକାମିର ଶିକାର ହୋଇ କଲେ ଅପହରଣ। ପରେ...