ଡିଏଲ୍ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ଆଉ ୫ କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇଁ ସବୁ ଆର୍ଟିଓ ଅଫିସ୍ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ...
ସହିଦନଗରରେ ଲକ୍ଷ୍ନୌ ନବାବଙ୍କର ରାଜପ୍ରାସାଦରେ ବିରାଜିବେ ମା’ ଦୁର୍ଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସିଲାଣି ଧରାପୃଷ୍ଠରେ ମା'ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ...
କଂଗ୍ରେସର ସୁର ଭାଇ କହିଲେ : ମୋଦି-ନବୀନ ଭାଇଭାଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପି ସାହାରାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ବଡ଼ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାନ ଭାଇ। ଏହା ଆମେ କହୁନୁ, କଂଗ୍ରେସର...
ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା: ମନେ ପକାଇଲେ, ସ୍ମୃତି ବଖାଣିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ...
ଆଚାର୍ଯ୍ୟ ବିହାର-ବାଣୀବିହାରରୁ ବସ୍ ଧରିପାରିବେନି ଯାତ୍ରୀ, ସତ୍ସଙ୍ଗ ବିହାରରେ ହେବ ବସ୍ ଓ୍ୱେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଚାର୍ଯ୍ୟ ବିହାର, ବାଣୀ ବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପରେ ଆଉ ବସ୍ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍ ଧରିବାକୁ ଥିବା...
ରସୁଲଗଡ଼ ଦୁର୍ଗାପୂଜା କମିଟିର ପ୍ରସ୍ତୁତି: ଏଥର ଫୁଲତୋରଣ ମୁଖ୍ୟ ଆକର୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଭୁବନେଶ୍ୱରରେ ଜମିବ ଦଶହରା। ଫୁଲ ତୋରଣରେ ଚମକିବ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ।
ଆରମ୍ଭ ହୋଇଯାଇଛି ପାର୍ବଣ ୠତୁ। ଧରାପୃଷ୍ଠକୁ ଓହ୍ଲାଇବେ ମା’ ଦୁର୍ଗା। ବିଭିନ୍ନ ପୂଜା କମିଟି ଜୋରଦାର ପ୍ରସ୍ତୁତି...
ସମ୍ରେ ଆରମ୍ଭ ହେଲା ଫ୍ଲାଟ୍ ଫୁଟ ଓ ଡାଇବେଟିକ୍ ଫୁଟ୍ ସଚେତନତା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ଲାଟ ଫୁଟ୍ ଓ ଡାଇବେଟିକ୍ ଫୁଟ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନଙ୍କ ପାଇଁ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପରିସରରେ ରୋଗ...
ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ। କମିସନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଦୁର୍ଗାପୂଜା କମିଟିଗୁଡ଼ିକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାତି ୧୨ଟା...
ଦୁର୍ଗାପୂଜାକୁ ନେଇ କମିଶନରେଟ୍ ପୋଲିସ୍ର ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜାକୁ ଆଉ ମାତ୍ର ରହିଲା ଅଳ୍ପ ଦିନ। ଚାରିଆଡ଼େ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ବ୍ୟାପକ ପ୍ରସ୍ତୁତିରେ ମାତିଛନ୍ତି ସବୁ ପୂଜା କମିଟି।
ଅନ୍ୟପକ୍ଷରେ ସୁରୁଖୁରୁରେ ପୂଜା...
ଆରଟିଓରେ ଗହଳି: ଲାଇସେନ୍ସ ପାଇଁ ୧୦ ଦିନରେ ୧୦ ହଜାର ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଡ଼ି ଚଢ଼ିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆରଟିଓ ଅଫିସ୍ରେ ସୋରିଷ ପକେଇବାକୁ ଜାଗା ନାହିଁ। କିଏ ନୂଆ ଲାଇସେନ୍ସ ପାଇଁ ତ କିଏ ଲାଇସେନ୍ସର ଅପଡେଟ୍ କରିବା...




















