ଭୁବନେଶ୍ୱର ରଙ୍ଗମାଟିଆରେ ରକ୍ତର ଛିଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଜଘନ୍ୟ ହତ୍ୟାକାଣ୍ଡ। ରକ୍ତରେ ଭିଜିଛି ରଙ୍ଗମାଟିଆ। ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ ରଙ୍ଗମାଟିଆର ଚକ୍ରଧର ବେହେରାଙ୍କ ପୁଆ...
ନିବେଶକମାନଙ୍କୁ ସଚେତନ କରିବାର ବେଳ ଆସିଛି : ଅସିତ ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ‘ନିବେଶକ ଶିକ୍ଷା ଓ ସଚେତନତା’ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ।
‘‘କ୍ଷୁଦ୍ର ନିବେଶକମାନଙ୍କ ପାଖରେ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ଅଧିକାଂଶ ଲୋକେ ପୁଞ୍ଜି...
ରୋଡ୍ରୋମିଓକୁ ଛେଚି ପୁରସ୍କୃତ ହେଲେ ବେବିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟସିଟି ଭୁବନେଶ୍ୱରରେ ରୋଡ୍ରୋମିଓଙ୍କୁ ଛେଚି କମିଶନରେଟ୍ ପୋଲିସଠାରୁ ପୁରସ୍କୃତ ହୋଇଛନ୍ତି ବେବିନା ମହାନ୍ତି। ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସମ୍ମାନିତ କରିଛନ୍ତି। ଦୁଇ ପୁଅଙ୍କ ବିରୋଧରେ ଲଢ଼ିଥିବାରୁ ପୋଲିସ...
ଛୁଟିଦିନରେ କରିପାରିବେ ଗାଡ଼ି କାଗଜପତ୍ର – ଖୋଲା ରହିବ ଆରଟିଓ ଅଫିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଛୁଟିଦିନମାନଙ୍କରେ ଖୋଲା ରହିବ ସରକାରୀ ଅଫିସ୍। କରି ପାରିବେ ଗାଡ଼ିର କାଗଜପତ୍ର।
ଏଣିକି ଛୁଟିଦିନରେ ମଧ୍ୟ କରିହେବ ଗାଡି କାଗଜପତ୍ର। ଛୁଟିଦିନମାନଙ୍କରେ ମଧ୍ୟ ଗାଡି କାଗଜପତ୍ର ପ୍ରଦାନ କରୁଥିବା କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ।...
ଚାଲାଣ ନେଲେ ହେଲମେଟ୍ ବାଣ୍ଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରାଫିକ୍ ନିୟମକୁ ନେଇ ସଚେତନ କଲା ପୋଲିସ୍, ଚାଲାଣ ନେଲେ ହେଲମେଟ୍ ବାଣ୍ଟିଲେ|
ରାଜଧାନୀରେ ଆରମ୍ଭ ହୋଇଛି ନିଆରା ଟ୍ରାଫିକ୍ ସଚେତନତା। ନିଆରା ଢଙ୍ଗରେ ଲୋକଙ୍କୁ ଟ୍ରାଫିକ୍ ସଚେତନ କରି ହେଲମେଟ୍ ବାଣ୍ଟୁଛି...
ସ୍ମାର୍ଟସିଟି ଭୁବନେଶ୍ୱରରେ କମେଣ୍ଟ ମାରି ଛେଚା ଖାଇଲେ ରୋଡ୍ ରୋମିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟସିଟି ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ଝିଅକୁ କମେଣ୍ଟ ମାରି ଛେଚା ଖାଇଲା ରୋଡ୍ ରୋମିଓ। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୋକେ ଘେରିଗଲେ ଏବଂ ରୋଡ୍ ରୋମିଓକୁ ପୋଲିସ ଜିମା ଦେଲେ।...
ଶେଷ ହେଲା ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iotYt3FZ4nY]
ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍ ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍ ଦିଲୀପ ଶତପଥୀଙ୍କ ପାର୍ଥୀବଶରୀର ପଞ୍ଚଭୂତରେ ଲୀନ ହୋଇଛି।
ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍ ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍ ଦିଲୀପ...
ଜନ ଅସନ୍ତୋଷ ପରେ ନରମିଲେ ସରକାର – ୩ ମାସ ପାଇଁ ଜରିମାନା ଆଦାୟ କୋହଳ କଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ମାସ ଯାଏଁ କୋହଳ ହେଲା ଜରିମାନା ଆଦାୟ
ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ଅପିଲ୍
ଲୋକଙ୍କ ପ୍ରତି କଠୋର ହୁଅ ନାହିଁ : ମୁଖ୍ୟମନ୍ତ୍ରୀ
ଅଧିକ କାଉଣ୍ଟର ଖୋଲିବାକୁ...
ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ‘ଭରସା’, ଶୁଭାରମ୍ଭ କଲେ ଅପରାଜିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ...
‘‘ମୋ’ ପୁଅ କହିକି ଯାଇଛି ସେ ନିଶ୍ଚୟ ଫେରିବ’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Y_k7GpJ12e4
ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଅମୀୟବାଳା ପରିଡ଼ା ତାଙ୍କ ପୁଅ ଗିରିଜାକୁ ହରାଇଛନ୍ତି। ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଅମୀୟବାଳା।
"ସେ ନିଶ୍ଚୟ ଆସିବ। ମତେ...





















