ରାଜଧାନୀରେ ମାତିଛନ୍ତି ଲୁଟେରା – ବାବା ବେଶରେ ଆସି ଲୁଟୁଛନ୍ତି ଟଙ୍କା, ସୁନା

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀରେ ଅପରାଧିଙ୍କ ପରେ ଏବେ ମାତିଛନ୍ତି ବଞ୍ଜାରା। ବାବା ବେଶରେ ଆସି ହାତ ଦେଖିବା, ଗ୍ରହ ମୁଦି ଓ ଡେଉଁରିଆ ଦେବା ନାଁରେ ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ଏମିତି...

ଶ୍ରାବଣ ମାସ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ବିଭିନ୍ନ ଶୈବପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ। ଏହି ଭାବନା ନେଇ ଲକ୍ଷ...

ପୁଣି କମିସନରେଟ ପୋଲିସ କଲା ଏନକାଉଣ୍ଟର – କୁଖ୍ୟାତ ଅପରାଧୀ ରବି ରାଓ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର କମିସନରେଟ ପୋଲିସର ପୁଣିଥରେ ଏନ୍‌କାଉଣ୍ଟର। ରବିବାର ରାତିରେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଆଉ ଏକ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ...

ମେଟଲ୍‌ ମିଟ୍ ଗ୍ରାଣ୍ଡଫିନାଲେ ଜୁନିଅର : ପ୍ରଥମ ସ୍ଥାନରେ ମଦର୍ସ ପବ୍ଲିକ ସ୍କୁଲ-ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାଣ୍ଡଫିନାଲେ ଜୁନିଅର ବର୍ଗରେ କଡ଼ା ଟକ୍କର ପ୍ରଥମ ସ୍ଥାନରେ ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ ସ୍ଥାନରେ ଡିଏଭି,ୟୁନିଟ୍‌-୮- ଭୁବନେଶ୍ୱର ତୃତୀୟ ସ୍ଥାନରେ ଡିଏଭି, ସିଡିଏ-କଟକ କୁଇଜ୍ ମାଷ୍ଟର ଅଜୟ ପୁନିଆଙ୍କ...

‘ସଙ୍ଗିନୀ’ ପକ୍ଷରୁ ଶ୍ରାବଣ ସନ୍ଧ୍ୟା ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରରେ ଭାରତୀୟ ବିଦ୍ୟାଭବନଠାରେ 'ସଙ୍ଗିନୀ' ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବର୍ଷାକୁ ନେଇ ମନୋରମ ସଙ୍ଗୀତ ଓ କବିତା ପାଠ ଉତ୍ସଵ ଅନୁଷ୍ଠିତ ହୋଇଥିଲା। କବିତା...

ମେଟଲ ମିଟ୍ ପ୍ରିଲିମ୍ସ ରାଉଣ୍ଡ – ଫାଇନାଲକୁ ଗଲେ ସିନିଅର ବର୍ଗର ୮ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରିଲିମ୍ସ ରାଉଣ୍ଡରେ ସିନିଅର ବିଭାଗର ପ୍ରତିଯୋଗିତା ଶେଷ ଫାଇନାଲକୁ ଗଲେ ୮ ଟିମ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି କୁଇଜ୍‌ ମାଷ୍ଟର ଅଜୟ ପୁନିଆ ରବିବାର ଗ୍ରାଣ୍ଡ ଫିନାଲେ ଶେଷ ହେଲା ଓଡ଼ିଶାପୋଷ୍ଟ...

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=e2JgTWeP0Pk] ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ ଆସନ୍ତାକାଲି (ଅଗଷ୍ଟ ୪ ତାରିଖ) ହେବାକୁ ଯାଉଛି। ସକାଳ ୧୧ଟାରୁ ଏହି ପ୍ରବେଶିକା ପରୀକ୍ଷା...

କିଟ୍ ବିଶ୍ଵବିଦ୍ୟାଳୟକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା

ଓଡ଼ିଶାଲାଇଭ ବ୍ୟୁରୋ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା। କେନ୍ଦ୍ର ମାନବ ସମ୍ଵଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ଵବିଦ୍ୟାଳୟ ଓ ୭ଟି ପ୍ରମୁଖ ଘରୋଇ ବିଶ୍ଵବିଦ୍ୟାଳୟକୁ...

ରାଜଧାନୀରେ ଡବଲ ଏନକାଉଣ୍ଟର – ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଅପରାଧକୁ ରୋକିବାକୁ କମିସନରେଟ ପୋଲିସ ଜୋରଧରିଛି। ସହର ଉପକଣ୍ଠ ଦୟାନଦୀ ବ୍ରିଜ ଉପରେ ଆଜି ଭୋରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଅରୁଣ ମଲ୍ଲିକ ଓରଫ...

ବିଜିୟୁ କମ୍ୟୁନିକେସନ୍ ବିଭାଗର କମେନ୍ସମେଣ୍ଟ ଡେ’: ‘‘ନିଜ ପ୍ରତିଭାକୁ ଚିହ୍ନ ଓ କାମରେ ଲଗାଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) କମ୍ୟୁନିକେସନ୍ ସ୍କୁଲର ‘କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର ନୂତନ ବର୍ଷର ଏମ୍‌ଏଜେଏମ୍‌ସି ଓ ବିଏଜେଏମ୍‌ସି ଛାତ୍ରଛାତ୍ରୀଙ୍କୁ...