ବିଜେଡିର ନିର୍ବାଚନୀ ଇସ୍ତାହାର: ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି। ଏହାର ନାମ...

କାଲି ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଦିନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ରାତି ୮ଟାରେ ନରେନ୍ଦ୍ର ମୋଦୀଙ୍କର ଭୁବନେଶ୍ଵରଠାରେ ବିଶାଳ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’...

ଓଡ଼ିଶାର ସମକାଳୀନ କାର୍ଟୁନିଷ୍ଟଙ୍କୁ ନେଇ ପରିଚିତି ପୁସ୍ତିକା ‘ସ୍କେଚିଂ ସାଟାୟାର’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସମକାଳୀନ କାର୍ଟୁନିଷ୍ଟଙ୍କୁ ନେଇ ପ୍ରସ୍ତୁତ ପରିଚିତି ପୁସ୍ତିକା ‘ସ୍କେଚିଂ ସାଟାୟାର’ ଉନ୍ମୋଚିତ ହୋଇଛି। ମଙ୍ଗଳବାର ଭୁବନେଶ୍ଵର ରୋଟାରୀ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତିକାଟି ଉନ୍ମୋଚିତ ହୋଇଥିଲା। ଓଡ଼ିଶା କାର୍ଟୁନ୍‍ ଏକାଡେମୀ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ସମାବର୍ତ୍ତନ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ପରିସରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ...

ମେ’ ୧୦ରେ ଭୁବନେଶ୍ଵରରେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’। ଆସନ୍ତା ମେ’ ୧୦ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାଣୀବିହାର ଛକ...

ପାଗ ଖରାପ: ଭୁବନେଶ୍ଵରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କାଳବୈଶାଖୀ ପ୍ରଭାବରେ ପବନର ବେଗ ବଢ଼ିବାରୁ ଭୁବନେଶ୍ଵରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଫଳରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଝାରସୁଗୁଡ଼ା ଅଭିମୁଖେ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ...

ଓଡ଼ିଶାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଜେଇଇ ଓ ନିଟ୍ କୋଚିଂର ସୁଯୋଗ: ମେ’ ୫ରେ ‘ଇନ୍‌ସ୍ପାୟାର...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଗରିବ ବର୍ଗରୁ ଆସୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଜେଇଇ ଓ ନିଟ୍ କୋଚିଂର ସୁବର୍ଣ୍ଣ ସୁଯୋଗ ରହିଛି। ଭାରତ ଓ ଆମେରିକାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ଇନ୍‌ସ୍ପାୟାର...

ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଇବର ଠକାମିର ଶିକାର ହୋଇଥିବା ଲୋକେ 'ସଞ୍ଚାର ସାରଥି ପୋର୍ଟାଲ' ଏବଂ 'ଚକ୍ଷୁ' ଆପ ଦ୍ଵାରା ଘରୁ କରିପାରିବେ ଅଭିଯୋଗ। ଦିନକୁ ଦିନ ବଢ଼ି ଚାଲିଥିବା ସାଇବର କ୍ରାଇମ୍ ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ...

ସାବଧାନ୍! ମାତିଛନ୍ତି ସାଇବର ଲୁଟେରା, ଅଜଣା ନମ୍ବରରୁ ଆସୁଛି ଧମକପୂର୍ଣ୍ଣ ଫୋନକଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ “ତୁମ ନାଁରେ ଡ୍ରଗ୍ସ ପାର୍ସଲ ଆସିଛି, ତେଣୁ ତୁମକୁ ଆରେଷ୍ଟ କରାଯାଇଛି। ଏବେ ତୁମେ ଆମ କଷ୍ଟଡିରେ ଅଛ…” ଏମିତି କିଛି ଧମକପୂର୍ଣ୍ଣ କଲ୍ ଆସୁଛି ଅଜଣା ନମ୍ବରରୁ। ସାଧାରଣ ଲୋକଙ୍କୁ...

ଭୁବନେଶ୍ଵର: ନିର୍ବାଚନରେ ଭିନ୍ନକ୍ଷମ ଭୋଟରଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରିବା ପାଇଁ ସଚେତନତା ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଭିମାନ ଏବଂ ଓଡିଶା ଷ୍ଟେଟ ଡିସାବିଲିଟି ନେଟୱାର୍କର ମିଳିତ ପ୍ରୟାସରେ ଭୁବନେଶ୍ୱରରେ ଏକାଧିକ ଛୋଟ ବଡ଼ ସଚେତନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମ ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ...