ଏଥର ଲୋକସଭା ଆସନରେ ଲଢ଼େଇ ହେବ ଜୋରଦାର: କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଭୁବନେଶ୍ଵରରେ ମୁହାଁମୁହିଁ ହେବେ ହେଭିଓ୍ଵେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ହେବ ଜୋରଦାର, ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଲାଗି ମୁହାଁମୁହିଁ ହେବେ ହେଭିଓ୍ଵେଟ।
ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ...
ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଏଥର ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ-ମନ୍ମଥ ରାଉତରାୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ।
ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...
ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ...
ଭୁବନେଶ୍ୱରରେ ଖୋଲିଲା ଓଭୋ ଫାର୍ମର ଦ୍ଵିତୀୟ ଅଣ୍ଡା ରିଟେଲ୍ ଷ୍ଟୋର୍ ‘କେନକୋ ଏଗ୍-ଷ୍ଟ୍ରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଭୋ ଫାର୍ମ ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ଦ୍ଵିତୀୟ ଅଣ୍ଡା ରିଟେଲ୍ ଷ୍ଟୋର୍ କେନକୋ ‘ଏଗ୍-ଷ୍ଟ୍ରା’। ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରେ ଏହି ରିଟେଲ୍ ଆଉଟଲେଟର ଶୁଭାରମ୍ଭ ହୋଇଛି। ଶନିବାର ଓଭୋ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ମାର୍ଚ୍ଚ ୨୭ରୁ ‘ସ୍ପଟ୍ ନାମଲେଖା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଓଡ଼ିଶାର...
ଭୁବନେଶ୍ୱର ଏଞ୍ଜେଲ୍ସ ଓ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ‘ଏଚଏନଆଇ ମିଟ୍’, ବିଭିନ୍ନ ଷ୍ଟାର୍ଟଅପରେ ପୁଞ୍ଜି ନିବେଶ ପାଇଁ ଉଚ୍ଚ...
ଅଭିଷେକ ରାୟ
(ଭୁବନେଶ୍ୱର): ଓଡ଼ିଶାର ଷ୍ଟାର୍ଟଅପ୍ ଶିଳ୍ପ କ୍ଷେତ୍ରରେ ଆଜି ଅନେକ ସମ୍ଭାବନା ଦେଖିବାକୁ ମିଳୁଛି। ବିଶେଷକରି ଯୁବପିଢ଼ି ଉଦ୍ୟୋଗ ଜଗତରେ ପାଦ ଦେବାକୁ ଆଗେଇ ଆସିବା ସହ ବିଭିନ୍ନ ଅଭିନବ ଷ୍ଟାର୍ଟଅପ୍ ପ୍ରତିଷ୍ଠା...
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...
ବ୍ରେନ୍ ଷ୍ଟ୍ରୋକ୍ ପରେ ନୂଆ ଜୀବନ ପାଇଲେ ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=cMA1TdCZ7Is
ବ୍ରେନ୍ ଷ୍ଟ୍ରୋକ ବା ମସ୍ତିଷ୍କାଘାତରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି।
ଷ୍ଟ୍ରୋକ୍ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଏହା ଯୋଗୁଁ କିଏ ପ୍ରାଣ ହରାଏ ତ...
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦାମୋଦର ରାଉତଙ୍କର ହୃଦସ୍ପନ୍ଦନ ଚାଲିଛି, କିନ୍ତୁ ତାଙ୍କର ମସ୍ତିସ୍କ...
ଭୁବନେଶ୍ୱରରେ ‘ସ୍ୱକଳ୍ପ ସହଯୋଗ’ କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ ସହଯୋଗ’ ନାଁରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ...





















