ଜେଲରୁ ବାହାରି ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୪ ମାସ ଜେଲରେ ରହି ମୁକୁଳିବା ପରେ ‘ଆଇନ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ। ମଙ୍ଗଳବାର ଦିନ ଝାରପଡ଼ା ଜେଲରୁ ବାହାରିବା ପରେ ଅର୍ଚ୍ଚନା ସିଧା ଭୁବନେଶ୍ୱର ସ୍ଥିତ ଘରକୁ...
ଭୁବନେଶ୍ଵରର କାନ୍ଥବାଡ଼ରେ ‘ଟୁ-ଲେଟ୍’ ମାରୁଥିଲେ ସାବଧାନ, ଦେବାକୁ ପଡ଼ିବ ୫୦ ହଜାର ଟଙ୍କା ଜୋରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରର କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ କିମ୍ବା ସରକାରୀ ଜାଗାରେ ‘ଟୁ-ଲେଟ୍’ ମାରୁଥିଲେ ହୋଇଯାଆନ୍ତୁ ସାବଧାନ। ଏହିଭଳି ବିଜ୍ଞାପନ ଲଗାଇଲେ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା। ବିନା ଅନୁମତିରେ...
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଶିକ୍ଷାଜୀବୀର କଥା’ ଓ ‘ପିଲାଦିନର କଥା’ ଶୀର୍ଷକ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।...
କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ୍ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଭାରତର ସର୍ବବୃହତ୍ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ସୁଟର ଅଭିନବ...
‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ, ଏବେ ବର୍ଷ ସାରା ଚାଲିବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ...
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ: ୧୦୦ ଏକର ଜମି ଯୋଗାଇବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମ୍ସକୁ ଜମି ପଟ୍ଟା ହସ୍ତାନ୍ତର କରାଯିବା ପରେ...
ବିଶିଷ୍ଟ କଥାଶିଳ୍ପୀ ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ପାଇବେ ଚଳିତ ବର୍ଷର ‘ଅଖିଳ କଥା ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷର ‘ଅଖିଳ କଥା ସମ୍ମାନ’ ଓ ‘ଜ୍ଞାନଦା କବିତା ସମ୍ମାନ’ ପାଇଁ ନାମ ଘୋଷଣା କରାଯାଇଛି। ବିଶିଷ୍ଟ କଥାଶିଳ୍ପୀ ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ପାଇବେ...
ଦୟା ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ନିର୍ମାଣ ହେବ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୟା ନଦୀର ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏବେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ଉପକଣ୍ଠରେ ଦୟା ନଦୀ ଓ ଗଙ୍ଗୁଆ ନାଳର ସଂଯୋଗ ସ୍ଥଳରେ ଆଧୁନିକ...
ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତକିଛି ଦିନ ହେଲା ଆନାକୋଣ୍ଡାଟି ଅସୁସ୍ଥ ଥିଲା।
୪୬ ନମ୍ବର ଖୁଆଡ଼ରେ ୧୦ଟି ଆନାକୋଣ୍ଡା ଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ...
ଓଡ଼ିଶା ୱିମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ- ‘ସିଡ୍ ବଲ’ ପ୍ରସ୍ତୁତି ଓ...
ଓଡବ୍ଲ୍ୟୁଏମ୍ ଏବଂ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ ଚନ୍ଦକା ଥାନା ପରିସରରେ ‘ସିଡ୍ ବଲ୍’ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।





















