ରାଜଧାନୀରେ ମେଟ୍ରୋ ପ୍ରକଳ୍ପ: ଗଠନ ହେଲା ‘ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ଗଠନ ହୋଇଛି ‘ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ’ (ବିଏମଆରସି)। ଏହାର ସିଇଓ ଓ ମହାପ୍ରବନ୍ଧକଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ବିଏମଆରସିର ସିଇଓ ଭାବେ ଶିବପ୍ରସାଦ...
ନାଲ୍କୋ ମହିଳା ସମିତିର ବାର୍ଷିକ ଉତ୍ସବ ‘ବନ୍ଧନ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=kuos17Vdbd8]
ନବରତ୍ନ କମ୍ପାନି ନାଲ୍କୋର ମହିଳାମାନଙ୍କୁ ନେଇ ଗଠିତ ‘ନାଲ୍କୋ ମହିଳା ସମିତି’ ପାଳନ କରିଛି ଏହାର ବାର୍ଷିକ ଉତ୍ସବ ‘ବନ୍ଧନ’। ନୃତ୍ୟ, ଗୀତ ଅଭିନୟ ମାଧ୍ୟମରେ ସମିତିର ମହିଳାମାନେ ପାଳିଛନ୍ତି...
ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ବଢ଼ିବ ବିଭିନ୍ନ ନଦୀର ଜଳସ୍ତର – ଡକ୍ଟର ଶରତ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୁଧବାରଠାରୁ ପ୍ରବଳ ବର୍ଷା ହେବ। ଏହାସହ...
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲା ଦୁଇ ମାସ, ଏ ଯାଏଁ ମିଳୁନି ୨୯ ମୃତକଙ୍କ ପରିଚୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବୁଧବାର ଦୁଇ ମାସ ବିତିଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟ ଏ ଯାଏଁ ଲୋକଙ୍କ ମନରୁ ଯାଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା...
ଓଡ଼ିଶାର ୧୪ଟି ନୂଆ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତ ହେଲେ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୧୪ଟି ନୂଆ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ (ଏସଡିସି) ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ମିଳିଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା...
ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ଭୁବନେଶ୍ଵର ଜିଲ୍ଲା ଗଠନ ସଂଘ’ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି। ଏନେଇ ଶୁକ୍ରବାର ସଂଘ ପକ୍ଷରୁ ଭୁବନେଶ୍ଵର ବୁଦ୍ଧ...
ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମୁହାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ। ପ୍ରତିଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସହରରେ ଗୁରୁବାର ୪୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ...
ସରିଲା ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ। ଗୁରୁବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ...
ଆଧ୍ୟାତ୍ମିକତା ମଣିଷର ଚିନ୍ତାଧାରାକୁ ସକରାତ୍ମକ କରେ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜର ଓଡ଼ିଶା ଗସ୍ତର ଶେଷ ଦିନରେ ଭୁବନେଶ୍ଵର ନିକଟସ୍ଥ ତମାଣ୍ଡୋରେ ଥିବା ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ହେଉଥିବା ରାଜ୍ୟସ୍ତରୀୟ 'ଇୟର ଅଫ୍ ପଜିଟିଭ୍ ଚେଞ୍ଜ'...
ବିଶ୍ଵ ଦକ୍ଷତା କେନ୍ଦ୍ରର ବିଭିନ୍ନ ପାଠ୍ୟକ୍ରମ ଓ ସୁବିଧା ସମ୍ପର୍କରେ ଆଲୋଚନା, ଦେଖନ୍ତୁ ଓଡ଼ିଶାଲାଇଭ୍ ୟୁଟ୍ୟୁବରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଥିବା ଓ୍ଵାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଉଭୟ ସରକାରୀ ଏବଂ ବେସରକାରୀ ଆଇଟିଆଇରୁ ୨ ବର୍ଷିଆ...





















