ନନ୍ଦନକାନନକୁ ଆସିବେ ହୁଲୁକ୍ ଗିବନ୍ ଓ ଚିତାବିରାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବାକୁ ଯାଉଛି ୨ଟି ଚିତାବିରାଡ଼ି ଓ ୨ଟି ବାନର ପ୍ରଜାତିର ହୁଲୁକ୍ ଗିବନ୍। ବନ୍ୟପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଏମାନଙ୍କୁ ଅଣାଯିବ। ଏହାବଦଳର ସେଠାକୁ...
ରାଜ୍ୟରେ ବିଦ୍ୟୁତ ବିଭ୍ରାଟ ପରେ ଚେତିଲା ‘ଓଇଆରସି’, ଟାଟା ପାୱାର କରିଥିବା ଖର୍ଚ୍ଚର ଅଡିଟ୍ ପାଇଁ ନିର୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଦ୍ୟୁତ ସେବା ଯୋଗାଉଥିବା ଟାଟା ପାୱାରର ଖର୍ଚ୍ଚ ବାବଦରେ ଅଡିଟ୍ କରାଯିବ। ଟାଟା ପାୱାର ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଥିବା ପ୍ରାୟ ୧୯୦୦ କୋଟି ଟଙ୍କାର...
ବିଭିନ୍ନ ଯୋଜନାରେ ଉପକୃତ କିଶୋରୀଙ୍କଠାରୁ ଟେଲିଫୋନରେ ମତାମତ ନେବ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟରେ କିଶୋରୀମାନଙ୍କ ସହ ସପ୍ତାହକୁ ଥରେ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାକୁ ଯୋଜନା କରାଯାଇଛି। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସରକାରଙ୍କ...
ଆଜି କୁଆଖାଇ ନଦୀରୁ ଆଉ ଦୁଇ ସାଙ୍ଗଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଦିନ ୪ ସାଙ୍ଗ ବୁଡ଼ି ଯାଇଥିଲେ। ମଙ୍ଗବାର ଦୁଇଜଣଙ୍କୁ ମୃତ...
କୁଆଖାଇ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ, ଚାଲିଛି ୨ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି କୁଆଖାଇ ନଦୀ ନେଇଛି ଜୀବନ। ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ବୁଡ଼ି ମଙ୍ଗଳବାର ଦିନ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ...
ସମ ହସ୍ପିଟାଲରେ ମେନିଙ୍ଗୋମାଇଲୋସିଲର ସଫଳ ଅସ୍ତ୍ରୋପଚାର: ୮ ମାସର ଶିଶୁ ପିଠିରୁ ବାହାରିଲା ମାଂସ ପିଣ୍ଡୁଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ୮ ମାସ ଶିଶୁର ପିଠିରେ ମେନିଙ୍ଗୋମାଇଲୋସିଲ ଯୋଗୁଁ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଛନ୍ତି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ।...
ଭୁବନେଶ୍ୱର ମେଟ୍ରୋ ପାଇଁ ଚାଲିଲା ମାଟି ପରୀକ୍ଷା, ଖୁବଶୀଘ୍ର ନିର୍ମାଣ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସୋମବାରଠୁ ଆରମ୍ଭ ହୋଇଛି ମାଟି ସର୍ଭେକ୍ଷଣ ପ୍ରକ୍ରିୟା। କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ୨୪ଟି ସ୍ଥାନରେ ଏହି ପ୍ରକ୍ରିୟାରେ ମାଟି...
ଓଟିଭିରେ ନ୍ୟୁଜ ପଢ଼ିବ ଏଆଇ ଆଙ୍କର ‘ଲିସା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଓଟିଭିରେ ନ୍ୟୁଜ ପଢ଼ିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’କୁ ଲଞ୍ଚ କରିଥିଲେ ଓଟିଭି ନେଟୱର୍କର...
ରୋବୋଟ ସହାୟତାରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ: ଡାକ୍ତର ଅନିରୁଦ୍ଧ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେବା ସହ ଅଳ୍ପ ଦିନ ମଧ୍ୟରେ...
ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରମୁଖ ବ୍ୟବସାୟିକ ସଂସ୍ଥା ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଶେଷ ହେବାର ନାଁ ଧରୁନି। ଶନିବାର ଲଗାତର ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ୍। ଆୟକର ଅଧିକାରୀମାନେ...




















