କୋଟିଆ ବିବାଦର ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୁଅନ୍ତୁ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଟିଆ ସୀମା ବିବାଦକୁ ନେଇ ଏବେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଏହାକୁ କେନ୍ଦ୍ରକରି ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର...
ଭୁବନେଶ୍ୱରସ୍ଥିତ ଓଡ଼ିଶାଲାଇଭ୍ ମୁଖ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ଛେନାପୋଡ଼ ଦିବସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ବିଶ୍ଵ ଛେନାପୋଡ଼ ଦିବସ। ନୟାଗଡ଼ ଜିଲ୍ଲା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟଠାରେ...
ରାଜ୍ୟରେ ଅସହ୍ୟ ହେଲାଣି ଖରା, ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ଵର ଏବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ୩ରୁ ୪ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବା ନେଇ ଆକଳନ କରିଛି...
ଭୁବନେଶ୍ଵରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ:...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ...
ଭୁବନେଶ୍ଵରସ୍ଥିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ‘ହେୟାର ଫ୍ୟାସନ ଓ ଡିଜାଇନ୍’ ଏବଂ ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଲାଗି...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ହେଲେ ନିଜର ଦକ୍ଷତାକୁ ଆହୁରି...
ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ସାମିଲ ହେଲା ମିଲେଟ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଏମ୍ସରେ ରୋଗୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏବେ ମିଳିବ ମିଲେଟ୍ସ ଜାତୀୟ ଖାଦ୍ୟ। ସୋମବାର ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ମିଲେଟ୍ ଯୁକ୍ତ ଖାଦ୍ୟର...
ଭୁବନେଶ୍ୱରରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ – ‘‘ଅଟିଜିମ୍ ଏକ ଭିନ୍ନତା, ସମାଜ ପାଇଁ ବୋଝ ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UluwI0bYF80]
ଭୁବନେଶ୍ୱରଠାରେ ବିଶ୍ଵ ଅଟିଜିମ ସଚେତନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।...
୪୩ ଲକ୍ଷ କୃଷକଙ୍କୁ ‘କାଳିଆ’ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଦିବସ ଅବସରରେ ଓଡ଼ିଶାର କୃଷକମାନଙ୍କୁ ‘କାଳିଆ ଯୋଜନା’ର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୭୭ କୋଟି...
ବଢ଼େଇ ବାଙ୍କରେ ଅଟକିଲା ବାବା ଲିଙ୍ଗରାଜଙ୍କ ରୁକୁଣା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅଶୋକାଷ୍ଟମୀ ତିଥି ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଉତ୍ସାହର ସହ ରଥ ଟାଣିବାକୁ ଏକାଠି ହୋଇଥିଲେ...
ଆଜି ରୁକୁଣା ରଥଯାତ୍ରା, ୩ଟା ପରେ ଗଡ଼ିବ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁରହିଛନ୍ତି ଭକ୍ତ।
ବୁଧବାର ଦିନ ଅଶୋକାଷ୍ଟମୀ ଅବସରେ...





















