ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବିଜ୍ଞାନ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିରେ ମେ’ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରତିଯୋଗିତା ‘ବିଜ୍ଞାନ ମେଳା’ ଆୟୋଜିତ ହୋଇଥିଲା। ସିଏସ୍ଆଇଆର୍-ଆଇଏମ୍ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ବିଜେଡିରୁ ପ୍ରାର୍ଥୀ ହେଲେ ଅଳକା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ...

ବିଦାୟ ବାଗ୍ମୀ ‘ପଦ୍ମଶ୍ରୀ ରଜତ କର’

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ, ଶିକ୍ଷାବିତ, ନାଟ୍ୟକାର ତଥା ଉଦ୍‌ଘୋଷକ ପଦ୍ମଶ୍ରୀ ରଜତ କରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ତାଙ୍କର ହୃଦଘାତରେ...

କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ବୋଥ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲେ କ୍ରାଇମବ୍ରାଞ୍ଚ ଏଡିଜି। କ୍ରାଇମବ୍ରାଞ୍ଚର ନୂତନ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରା। ଶୁକ୍ରବାର ଦିନ କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ...

ୱିମେନ୍ ବିଜନେସ୍ ମେଳାରେ ସୋଆକୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ)କୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ...

‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି...

ପଶୁ ଚିକିତ୍ସାଳୟକୁ ନିଜେ ଆସିଲା, ସୁସ୍ଥ ହୋଇ ଚାଲିଗଲା ମାଙ୍କଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଯନ୍ତ୍ରଣାରେ ଛଟପଟ ହେଉଥିବା ଗୋଟିଏ ମାଙ୍କଡ଼ ନିଜେ ଚିକିତ୍ସାଳୟକୁ ଆସିଲା ଏବଂ ଚିକିତ୍ସିତ ହୋଇ ଭଲ ହେବା ପରେ ଆପେ ଆପେ ଚିକିତ୍ସାଳୟରୁ ଚାଲିଗଲା। ଏହାକୁ ଶୁଣିଲେ ଯେ କେହି ବି...

ଟୁଇନ୍ ସିଟିର ନୂଆ ଡିସିପି: ଭୁବନେଶ୍ୱରରେ ପ୍ରତୀକ ସିଂ, କଟକରେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି...

ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣାରେ ଉତ୍କର୍ଷ: ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର ମିଳିଛି। ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁ...

ପୁରୀରେ ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି...