ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର  ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି। ଠିକ୍ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା କରାଯିବା ଦ୍ୱାରା ଶିଶୁମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ ବୋଲି...

‘ଉଡ୍ର’ ପକ୍ଷରୁ ବସ୍ତ୍ର ଓ ଛତା ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ଶନିବାର ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ...

ଆଜିଠୁ ଆରମ୍ଭ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା। ଭୁବନେଶ୍ଵର ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଏହି ମେଳା ଆୟୋଜନ କରାଯାଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାରେ ଝଲସିବ ଆଦିବାସୀ...

‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋ’କଲେଜ...

ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଓଡ଼ିଶାଲାଇଭ୍ ବ୍ୟୁରୋ କମଳ ଦେଶ ରାଜକୁମାର ଭାବେ ପରିଚିତ ବିଶିଷ୍ଟ ସଙ୍ଗୀତଜ୍ଞ, ଗାୟକ, ଗୀତିକାର, ଗାଳ୍ପିକ ଏବଂ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩...

ଭୁବନେଶ୍ୱରରେ ଭାରତର ପ୍ରଥମ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ଦକ୍ଷତା ରାଜଧାନୀରେ ପରିଣତ କରିବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ କେନ୍ଦ୍ର ଭୁବନେଶ୍ୱର ଏସ୍‌ଡିଆଇରେ ଉଦଘାଟିତ ହୋଇଛି। ଏହାକୁ ଦକ୍ଷତା ବିକାଶ, ଉଦ୍ୟୋଗ ତଥା ଶିକ୍ଷା ମନ୍ତ୍ରୀ...

ହୁତୁ ହୁତୁ ହୋଇ ଜଳି ଗଲା କେଶରୀ ମଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ...

ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ...

ବିଶ୍ୱକଳା ଦିବସ: ବୃହତ ଚିତ୍ର ଆଙ୍କି ବିଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିଞ୍ଚିଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ବିଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିଞ୍ଚିଙ୍କ ଜନ୍ମଦିନ ଏପ୍ରିଲ ୧୫ ତାରିଖରେ ବିଶ୍ୱକଳା ଦିବସ ପାଳନ କରାଯାଉଛି। ଏଥିପାଇଁ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଛି ଏକ...

ରାଜଧାନୀ ଭୁବନେଶ୍ଵରକୁ ୭୪ ବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଅସନ୍ତୁଷ୍ଟ ହେଲେ ଅପରାଜିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୧୩ ତାରିଖ ରାଜଧାନୀ ଭୁବନେଶ୍ଵରର ୭୪ ତମ ପ୍ରତିଷ୍ଠା ଦିବସ। ତିନିଦିନ ଧରି ପ୍ରତିଷ୍ଠା ଉତ୍ସବ ପାନଳ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସମ୍ପର୍କ...