ଭୁବନେଶ୍ୱରରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ – ‘‘ଅଟିଜିମ୍ ଏକ ଭିନ୍ନତା, ସମାଜ ପାଇଁ ବୋଝ ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=UluwI0bYF80]
ଭୁବନେଶ୍ୱରଠାରେ ବିଶ୍ଵ ଅଟିଜିମ ସଚେତନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।...
୪୩ ଲକ୍ଷ କୃଷକଙ୍କୁ ‘କାଳିଆ’ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଦିବସ ଅବସରରେ ଓଡ଼ିଶାର କୃଷକମାନଙ୍କୁ ‘କାଳିଆ ଯୋଜନା’ର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୭୭ କୋଟି...
ବଢ଼େଇ ବାଙ୍କରେ ଅଟକିଲା ବାବା ଲିଙ୍ଗରାଜଙ୍କ ରୁକୁଣା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅଶୋକାଷ୍ଟମୀ ତିଥି ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଉତ୍ସାହର ସହ ରଥ ଟାଣିବାକୁ ଏକାଠି ହୋଇଥିଲେ...
ଆଜି ରୁକୁଣା ରଥଯାତ୍ରା, ୩ଟା ପରେ ଗଡ଼ିବ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁରହିଛନ୍ତି ଭକ୍ତ।
ବୁଧବାର ଦିନ ଅଶୋକାଷ୍ଟମୀ ଅବସରେ...
ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ଚେତାବନୀ: ଏପ୍ରିଲ ୧୫ ସୁଦ୍ଧା ଦାବି ପୂରଣ କର, ନହେଲେ ୧୭ରୁ ସମୂହ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଆଗରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ୫ ଦାବି
ଏପ୍ରିଲ ୧୫ ସୁଦ୍ଧା ଦାବି ପୂରଣ ନହେଲେ ସମୂହ ଛୁଟି ନେବା ନେଇ ସଂଘର ଚେତାବନୀ
ରାଜ୍ୟର ଫାର୍ମାସିଷ୍ଟ କର୍ମଚାରୀଙ୍କ...
‘ଓଡ଼ିଶା ମିଲେଟ୍ସ ମିଶନ’ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ଖୋଲିଲା ମିଲେଟ୍ସ ଫୁଡ୍ ଷ୍ଟଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଲେଟ୍ସ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏବେ ମିଶନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ...
ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଦକ୍ଷତା ବିକାଶ ପାଇଁ ୧ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଆବେଦନର ଶେଷ ତାରିଖ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ସୁଯୋଗ। ରାଜ୍ୟର ଆଇଟିଆଇ ଓ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ...
ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟରେ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶ ଢାକା ସ୍ଥିତ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଶୁକ୍ରବାର ଦିନ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୁଡିଓ ଏବଂ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।...
ଆଜିର ଡିଜିଟାଲ ଯୁଗରେ ‘ଷ୍ଟ୍ରାଟେଜିକ୍ କମ୍ୟୁନିକେସନ’ର ଭୂମିକା ଗୁରୁତ୍ଵପୂର୍ଣ୍ଣ – ଡକ୍ଟର ମୋଖତାରୁଦ୍ଦିନ ଅହମ୍ମଦ
ଓଡ଼ିଶାଲାଇଭ୍ ବ୍ୟୁରୋ
"ଆଜିର ଡିଜିଟାଲ ଯୁଗରେ ଗଣ ଯୋଗାଯୋଗର କ୍ଷେତ୍ର ଅନେକ ଦିଗକୁ ପ୍ରସାରିତ ହୋଇଛି। ଆଜିର ଯୋଗାଯୋଗ କ୍ଷେତ୍ରକୁ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ନୂଆ ଦିଗ ଦେଇଛି। ତେଣୁ...
ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ଏକ୍ସପୋଜ ପାଇଁ ୩ ଜଣ ଯୁବତୀ କରିଥିଲେ ହ୍ଵାଟସଆପ୍ ଗ୍ରୁପ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାକୁ ନେଇ ସବୁ ଦିନ ନୂଆ ନୂଆ ତଥ୍ୟ ଆସିବାକୁ ଲାଗିଛି। ଶୁକ୍ରବାର ଦିନ ପୁଣି ଏକ ରୋଚକ କଥା ଶୁଣିବାକୁ ମିଳୁଛି। ଡିଜେ ଆଜେକ୍ସଙ୍କୁ ଏକ୍ସପୋଜ...





















