ପୁରୁଷ ହକି ବିଶ୍ଵକପ ୨୦୨୩: ଓଡ଼ିଶା ଆଗମନ କଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ ୨୦୨୩ ପାଇଁ ଇଂଲଣ୍ଡ ଏବଂ ତିନିଥର ହକି ବିଶ୍ଵ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଏହି ଦୁଇ ଦଳଙ୍କୁ...

ହକି ବିଶ୍ଵକପ ପାଇଁ ‘ଡଟ୍ ଫେଷ୍ଟ’: ଏଥର ଝୁମିବ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ୧୩ରୁ ୨୯ ତାରିଖ...

ହକି ବିଶ୍ଵକପ୍ ଖେଳିବାକୁ ଭୁବନେଶ୍ୱର ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ଵକପର ୧୫ତମ ସଂସ୍କରଣ। ହକି ବିଶ୍ଵକପରେ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଶୁକ୍ରବାର ଦିନ ୧୨ଟା ୩୦ ବେଳେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଆଉ ତିନିଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ୩ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଟାଣ୍ଟ ଏବଂ ଅର୍ଚ୍ଚନାଙ୍କ...

ହକି ବିଶ୍ଵକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଚିଲି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ୨୦୨୩ ପୁରୁଷ ହକି ବିଶ୍ଵକପ୍। ବିଶ୍ଵକପ୍ ହକିର ୧୫ତମ ସଂସ୍କରଣ ଜାନୁଆରି ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଆଉ ୮...

ଆଜିଠୁ ଓଡ଼ିଶାରେ ଆରମ୍ଭ ହେଲା ୫-ଜି ଯୁଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ୫-ଜି ଯୁଗ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ୫-ଜି ସେବାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ...

ହକି ବିଶ୍ଵକପ ୨୦୨୩: ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ହକି ମହାକୁମ୍ଭର ୯ ଦିନ ପୂର୍ବରୁ ବୁଧବାର ନେଦରଲାଣ୍ଡସ...

ଭୁବନେଶ୍ୱରରେ ୪୬ ଦିନ: ଫେବ୍ରୁଆରି ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ୪୬ ଦିନ ଧରି ଚାଲିଥିବା ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଆସନ୍ତା ଫେବ୍ରୁଆରି ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ୮ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ...

ରାଜ୍ୟରେ ଆଉ ବର୍ଷେ ଯାଏଁ ମିଳିବ ମାଗଣା ଚାଉଳ, ସରକାର ଖର୍ଚ୍ଚ କରିବେ ୧୮୫ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଉ ବର୍ଷେ ଯାଏଁ ମିଳିବ ମାଗଣା ଚାଉଳ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଜାନୁଆରି ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା, ବିଜ୍ଞପ୍ତି ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧ରୁ କଳା, ୨ରୁ କଳା ଓ...