ବାଲୁକା କଳାରେ ହକି ବିଶ୍ଵକପକୁ ସ୍ଵାଗତ: ବିଶ୍ଵର ସବୁଠୁ ବଡ଼ ହକିଷ୍ଟିକ ତିଆରିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପକୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ୍ ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ଦିନ ବାରବାଟୀ ଷ୍ଟାଡିୟମରେ...

ଆଜି ବାରବାଟୀରେ ହକି ବିଶ୍ଵକପ ଉଦଘାଟନୀ ସମାରୋହ, ନୃତ୍ୟଗୀତରେ ଝୁମିବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଦୁଇଦିନ ପରେ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ଵକପ। ହକିର ଏହି ମହାସମର ପୂର୍ବରୁ ବୁଧବାର କଟକ ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି ଉଦ୍‌ଘାଟନୀ ଉତ୍ସବ। ସମଗ୍ର ଦେଶ...

ଆସନ୍ତାକାଲି ବାରବାଟୀରେ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ: ଅଧାରୁ ଛୁଟି ହେବ କଟକର ସବୁ ଶିକ୍ଷାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକ ବିଶ୍ଵକପ ୨୦୨୩ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି କଟକ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧାରୁ...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଲଭର ସିଟି କଟକ ବାରବାଟୀ ଷ୍ଟାଡିୟମରେ ହକି ପୁରୁଷ ବିଶ୍ଵକପ ୨୦୨୩ର ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ।...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁଆରି ୧୭ରୁ ଆବେଦନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍) ପରୀକ୍ଷା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥୀ ୨୦୨୩ ଜାନୁଆରି...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରେ ଝୁମିବ ସାରା ବିଶ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ଵ, କମ୍ପିବ ବାରବାଟୀ। ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ। ଏଥିପାଇଁ ହକି ଆନଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର...

କଟକ ସିଟି ଇଞ୍ଜିନିୟର୍ସ କ୍ଲବର ୨୦ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଯୋବ୍ରା ମେରିଟାଇମ୍ ମ୍ୟୁଜିୟମ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି କଟକ ସିଟି ଇଂଜିନିୟର୍ସ କ୍ଲବ୍‌ର ୨୦ତମ ବାର୍ଷିକ ଉତ୍ସବ। କ୍ଲବର ସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଘନ କୁହୁଡ଼ି ବଳୟରେ ଓଡ଼ିଶା: ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ସତର୍କତା ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନ ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ଗାଁଠୁ ସହର ଥରୁଛି ସାରା ରାଜ୍ୟ। ସନ୍ଧ୍ୟା ଓ ସକାଳ ସମୟରେ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ...

ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍ – ଭାରତର ଧୂଆଁଧାର ବ୍ୟାଟିଂ ଆଗରେ ବାଂଲାଦେଶ ଚିତ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଗ୍ରାଉଣ୍ଡରେ ହେଲା କଡ଼ା ଟକ୍କର ବାଂଲାଦେଶକୁ ୭ ଓ୍ଵିକେଟରେ ହରାଇଲା ଭାରତ ଟିମ୍ ଇଣ୍ଡିଆରେ ଓଡ଼ିଆ ପୁଅ ନକୁଳ ବଡ଼ନାୟକ ଦୃଷ୍ଟିହୀନ ଟି-୨୦ ବିଶ୍ଵକପ୍‌ରେ ବାଂଲାଦେଶକୁ ୭ ଓ୍ଵିକେଟରେ...

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଗମନାଗମନ ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଘନ କୁହୁଡ଼ି। ଦୈତନଗରୀରେ ଭୋର ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନଥିଲା। ଫଳରେ ଗମନାଗମନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଉପକୂଳ ଓଡ଼ିଶାରେ...