କଟକ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରତୀକ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ବିଦାୟୀ ଡିସିପି ଅଖିଲେଶ୍ୱର ସିଂ ପୋଲିସ ସେବା ଭବନରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ...
କଟକ ସହରରୁ ଆଉ ୧୧ ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଶନିବାର କଟକରୁ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍ରୁ ୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ...
କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ଥେରାପି। ଆଇସିୟୁରେ ଥିବା ଜଣେ କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତିକୁ ବ୍ୟବହାର କରାଯାଇଛି। ଏହି ଚିକିତ୍ସା ତାଙ୍କ ପାଖରେ...
କଟକ ସହରରେ ସୁଧୁରୁଛି କରୋନା ସ୍ଥିତି, ଆଜି ମାତ୍ର ୪ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରେ ଧୀର ଧୀରେ କରୋନା ସ୍ଥିତି ସୁଧୁରିବା ଭଳି ମନେ ହେଉଛି। ଆଜି କଟକ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ସେ ଭିତରୁ ମାତ୍ର...
କଟକ ସହରରୁ ଆଉ ୨୭ ପଜିଟିଭ୍ ଚିହ୍ନଟ, ୩ଟି ଲୋକାଲ୍ କେସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୨୭ କରୋନା ପଜିଟିଭ୍। ଏଥିସହିତ କଟକ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। ଏନେଇ ସିଏମସି ତରଫରୁ ଟୁଇଟ୍ କରି...
କଟକ ସହରରୁ ୧୬ ନୂଆ ପଜିଟିଭ୍ – ୮ ଲୋକାଲ୍ କେସ୍, ୮ କ୍ୱାରେଣ୍ଟାଇନରୁ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍ କେସ୍। ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୩ ଆକ୍ରାନ୍ତଙ୍କ ଭିତରୁ ୧୬ ଜଣ କଟକ ସହରର ବୋଲି ଜଣାପଡ଼ିଛି।...
କଟକରେ ଭଲ ସ୍ଥିତିରେ ଅଛି କରୋନା ସୁସ୍ଥ ହାର, ସୂଚନା ଦେଲେ ରାଜ୍ୟ ସରକାର
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କଟକରେ କରୋନା ସ୍ଥିତିକୁ ନେଇ ରବିବାର ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି। ଆଜି ରାଜ୍ୟ...
କଟକ ସହରରୁ ଆଜି ୯ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୪୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କେବଳ ସିଏମସି ଅଞ୍ଚଳର। ଏନେଇ ସିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ୯ ଆକ୍ରାନ୍ତଙ୍କ ମଧ୍ୟରୁ...
ଜୁଲାଇ ୧୩ ରୁ କଟକରୁ ହଟିବ ସଟଡାଉନ୍, ଖୋଲିବ ସପିଂ ମଲ୍
ଓଡିଶାଲାଇଭ୍ ବ୍ୟୁରୋ
କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ୍। ଜୁଲାଇ ୧୩ ତାରିଖରୁ ସଟଡାଉନ୍ ହଟିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି...
କଟକରୁ ଆଉ ୧୦ ପଜିଟିଭ୍ ଚିହ୍ନଟ, ୪ ଜଣ କୋଭିଡ୍ ଯୋଦ୍ଧାଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୧୦ କରୋନା ପଜିଟିଭ୍। ଶନିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ ଜଣ ସଂକ୍ରମିତଙ୍କ ଭିତରୁ ୧୦ ଜଣ ସିଏମସି ଅଞ୍ଚଳର ବୋଲି...





















