ଏସସିବି ସଂପ୍ରସାରଣ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସସିବି ମେଡିକାଲ ସଂପ୍ରସାରଣ ପାଇଁ ବୁଧବାରଠୁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ହିନ୍ଦ୍‌ ସିନେମା ହଲ୍‌ ପଛ ପଟେ ଥିବା ତାଳଗେଣ୍ଡା କେନାଲ ରାସ୍ତାକଡ଼ରୁ ଆଜି ଉଚ୍ଛେଦ କରିଛି...
nrri

ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ରିସର୍ଚ୍ଚ ଆସୋସିଏଟ୍‌ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ (NRRI) ରିସର୍ଚ୍ଚ ଆସୋସିଏଟ୍‌ ପଦବୀରେ ନିଯୁକ୍ତି ସୁଯୋଗ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୫ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ। ଶିକ୍ଷାଗତ ଯୋଗ୍ୟତା: ବାୟୋଟେକ୍ନୋଲୋଜୀ/ପ୍ଲାଣ୍ଟ ବାୟୋଟେକ୍ନୋଲୋଜୀ/ବଟାନୀରେ...

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ସଂଜୀବ କୁମାର ପାଣିଗ୍ରାହୀ। ସୋମବାର ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ...

କୋରୋନା ପାଇଁ ଏସ୍‌ସିବି କେତେ ପ୍ରସ୍ତୁତ – ଭିତ୍ତିଭୂମି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ଏବଂ ଚିକିତ୍ସା ସୁବିଧା ଅଛି କି ନାହିଁ ସେ ସମ୍ପର୍କରେ ଗୁରୁବାର...

କୋରୋନା ପରେ ଏବେ ସ୍ୱାଇନ୍‌ ଫ୍ଲୁ ଆତଙ୍କ: ଏସ୍‌ସିବିରେ ପ୍ରଥମ ରୋଗୀ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ୍‌ ପରେ ଏବେ ସ୍ଵାଇନ୍‌ ଫ୍ଲୁ ଭୟ। ଚଳିତବର୍ଷ କଟକ ଏସ୍‌ସିବିରେ ପ୍ରଥମ ସ୍ଵାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି। ଏହି ରୋଗୀ ଜଣକଙ୍କର ଘର ଢେଙ୍କାନାଳ ବୋଲି ଜଣାପଡ଼ିଛି।...

ଓପିଏସ୍‌ସିର ନୂଆ ୱେବ୍ ପୋର୍ଟାଲ୍ ଲୋକାର୍ପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ୱେବ୍ ପୋର୍ଟାଲ୍ ବୁଧବାର ଲୋକାର୍ପିତ ହୋଇଛି। ପରୀକ୍ଷା ପରିଚାଳନାରେ ବ୍ୟାପକ ସମନ୍ୱୟ ରକ୍ଷା ସହ ମୋବାଇଲରେ କିଭଳି ଏହି ପୋର୍ଟାଲର ବ୍ୟବହାର ସହଜ ହୋଇପାରିବ...

କୋରୋନା ଭୟ: ପୁଣି ଜଣେ ସନ୍ଦିଗ୍ଧ କଟକ ଏସ୍‌ସିବିରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ। ମଙ୍ଗଳବାର କଟକ ଏସ୍‌ସିବିରେ ପୁଣି ଜଣେ କୋରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ସେ...

‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ରେ ଇତିହାସ ରଚିଲା ଏସ୍‌ସିବି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କଟକ ବଡ଼ ଡାକ୍ତରଖାନା ନୂଆ ଇତିହାସ ରଚିଛି। ବହୁ ପ୍ରତୀକ୍ଷିତ ‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ସଫଳ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ...

ମଙ୍ଗଳବାର କଟକରେ ହେବ ପାୱାର କଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ପାୱାର କଟ୍ କରାଯିବ। ବିଦ୍ୟୁତ୍ ଜନିତ ମରାମତି କାମ ହେତୁ ଏହି ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ଅର୍ଥାତ ଫେବ୍ରୁଆରି...

କମିସନରେଟ୍ ପୋଲିସରେ ସ୍ପେଶାଲ ପୋଲିସ ଅଫିସର ପଦବୀରେ ନିଯୁକ୍ତି: ଫେବ୍ରୁଆରି ୨୫ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ୍‌ ପୋଲିସ୍‌ ଅଧୀନରେ ୮ଟି ସ୍ପେଶାଲ୍‌ ପୋଲିସ୍‌ ଅଫିସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥମାନେ ଫେବ୍ରୁଆରି ୨୫ ଯାଏଁ ଆବେଦନ କରିପାରିବେ। ଯୋଗ୍ୟତା: କେବଳ ଅବସରପ୍ରାପ୍ତ ଏ.ଏସ୍.ଆଇ,...