ଆଇପିଏସ୍‌ ସ୍ତରରେ ଅଦଳ ବଦଳ – କାହାକୁ ମିଳିଲା କେଉଁ ଦାୟିତ୍ୱ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଏସ୍‌ ପରେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଡକ୍ଟର ସୁଧାଂଶୁ ଷଡ଼ଙ୍ଗ – ପୋଲିସ କମିଶନର ସତ୍ୟଜିତ ମହାନ୍ତି – ଜେଲ୍‌ ବିଭାଗ ଏଡିଜି ସଞ୍ଜିବ ପଣ୍ଡା –...

ବିପଦରେ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀ, ଖସୁଛି ଅତଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀକୁ ନେଇ ବିପଦ ଦେଖାଦେଇଛି। ଅତଡ଼ା ଖସୁଥିବାରୁ ଗ୍ୟାଲେରୀରେ ଜାଲ ଘେରାଇ ଦିଆଯାଇଛି। ଆଗକୁ ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବାକୁ ଥିବା...

ସିଏମ୍‌ସି ଆରମ୍ଭ କଲା ମିନି କମ୍ପୋଷ୍ଟ୍ ପ୍ଲାଣ୍ଟ୍ – ଆବର୍ଜନାରୁ ପ୍ରସ୍ତୁତ ହେବ ଖତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନ୍ ସାଇଡ୍ ଆବର୍ଜନା କମ୍ପୋଷ୍ଟ୍ କରିବାକୁ ଉଦ୍ୟମ ହେବ। ଖାସ୍ କରି ପିପିପି ମୋଡରେ ଏହି କାର୍ଯ୍ୟ ହେବ। ଏଥିପାଇଁ...

ସ୍ଵାଧୀନତା ଦିବସରେ ଏକ ହଜାର ଲୋକ ମୁହଁରେ ଆଙ୍କିଲେ ତ୍ରିରଙ୍ଗା

ଓଡ଼ିଶାଲାଇଭ ବ୍ୟୁରୋ ସ୍ଵାଧୀନତା ଦିବସରେ ଲୋକମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବାକୁ କଟକର ବିଙ୍ଗ କଟକିଆ ସଂଗଠନର ଯୁବକମାନେ ବାରବାଟି ଷ୍ଟାଡିୟମରେ ‘ସଲାମ୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେମାନେ ସ୍ଵାଧୀନତା...

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା। ନଦୀର ତଳମୁଣ୍ଡଳରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି। କଟକ ମୁଣ୍ଡଳିଠାରେ ସାଢ଼େ ୧୦...

ଧରାହେଲେ ହାଇୱେ ଲୁଟେରା ଗ୍ୟାଙ୍ଗ୍, କାର୍‌ରେ ଲିଫ୍ଟ ଦେଇ ଲୁଟୁଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ହାଇୱେରେ ଲିଫ୍ଟ ଦେବା ଆଳରେ ଯାତ୍ରୀଙ୍କୁ ଲୁଟୁଥିବା ଏକ ଗ୍ୟାଙ୍ଗକୁ କଟକ ମଧୁପାଟଣା ଥାନା ପୋଲିସ ଗିରଫ କରିଛି। ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ...

ସାଲେପୁରରେ ବଜ୍ରପାତ ନେଲା ୨ ଜୀବନ, ୩ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଜିଲ୍ଲା ସାଲେପୁରର ଦୁଇଟି ସ୍ଥାନରେ ବଜ୍ରପାତ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସାଲେପୁର ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ପାଳଦା ଗାଁରେ...

କେନାଲ ପାଣିକୁ ନେଇ ଖଣ୍ଡଯୁଦ୍ଧ – ଜଣେ ମୃତ, ୨୨ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ଜମି ନୁହେଁ କି ପୂର୍ବ ଶତ୍ରୃତା ନୁହେଁ ଘଟଣାଟି ଘଟିଛି କେନାଲ ପାଣିକୁ ନେଇ। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମବାସୀଙ୍କ ମଧ୍ୟରେ କେନାଲ ପାଣିକୁ...

ଶ୍ରାବଣ ମାସ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ବିଭିନ୍ନ ଶୈବପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ। ଏହି ଭାବନା ନେଇ ଲକ୍ଷ...

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=e2JgTWeP0Pk] ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ ଆସନ୍ତାକାଲି (ଅଗଷ୍ଟ ୪ ତାରିଖ) ହେବାକୁ ଯାଉଛି। ସକାଳ ୧୧ଟାରୁ ଏହି ପ୍ରବେଶିକା ପରୀକ୍ଷା...