ରୋଗୀ କଲ୍ୟାଣ ସମିତି ବୈଠକରେ ଶୋଇପଡ଼ିଲେ ଏଡିଏମ୍ଓ, ଭିଡିଓ ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ରୋଗୀଙ୍କ ବିଷୟରେ ପଚାରିବାକୁ ଆସିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ହାଲ୍‌ଚାଲ୍ ଜାଣିବାକୁ ବୈଠକ ଡାକିଥିଲେ। କିନ୍ତୁ ବୈଠକ ଚାଲୁଥିବା ବେଳେ ନିଜେ ଅଧିକାରୀ ଶୋଇ ପଡିଲେ। ଏଭଳି ଏକ ଅଭାବନୀୟ ଦୃଶ୍ୟ...

ଦେଢ଼ ଘଣ୍ଟା ବର୍ଷାରେ କଟକ ସହର ଉବୁଟୁବୁ – ସିଏମ୍‌ସି, ଜିଲ୍ଲାପାଳ ଅଫିସ୍‌ରେ ପଶିଲା ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ବସ୍ତିରେ ପଶିଲା ପାଣି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ବାଦାମବାଡ଼ିର ସ୍ଥିତି ବେହାଲ ବାଦାମବାଡ଼ିରୁ ଲିଙ୍କରୋଡ ରାସ୍ତାରେ ଟ୍ରାଫିକ ଜାମ୍ ପ୍ରଶାସନର ବର୍ଷା ମୁକାବିଲା ଯୋଜନା ଫେଲ୍ କଟକ...

ସର୍କୁଲାର ଜାରି କଲେ ସିଏମ୍‌ସି କମିସନର – ଏଣିକି ପୋର୍ଟାଲରେ ଅପ୍‌ଡେଟ୍ ହେବ ଟିକସ କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ ଟିକସ ଆଦାୟର ଟିକିନିଖି ଖବର ରଖିବେ ଡେପୁଟି କମିସନର। କଟକ : ଏଣିକି ଟିକସ ଫାଙ୍କି ପାରିବେ ନାହିଁ ସିଏମ୍‌ସି ଟିକସ ଆଦାୟକାରୀ। କାହାଠାରୁ କେତେ ଟିକସ ଆଣିଲେ ତାର ଟିକିନିକି ହିସାବ...

ବଦଳିବ କଟକ ଚଣ୍ଡୀ ମନ୍ଦିରର ରୂପରେଖ – ଖୋଲାଯିବ ସ୍ୱତନ୍ତ୍ର ୱେବସାଇଟ୍, ନିର୍ମାଣ ହେବ ଆଶ୍ରୟସ୍ଥଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଣ୍ଡୀ ମନ୍ଦିରର ସ୍ଥିତି ଯାଞ୍ଚ କଲେ ଏଣ୍ଡୋମେଣ୍ଟ କମିସନର ମୃତ୍ୟୁଞ୍ଜୟ ମହାପାତ୍ର। କଟକ : ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ କଟକ ଚଣ୍ଡୀ ମନ୍ଦିରର ରୂପରେଖ ବଦଳିବ। ମନ୍ଦିରର ଢାଞ୍ଚାଗତ ପରିବର୍ତ୍ତନ କରାଯିବା...

ପୋଲିସ ପଞ୍ଝାରେ ଦୁଇ ସୁନା ସ୍ମଗଲର୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାଦାମବାଡ଼ିରୁ ୮୧ ଲକ୍ଷ ଟଙ୍କା ଜବତ ବ୍ୟାଗରେ କଲିକତା ଯାଉଥିଲା ପୁଳାପୁଳା ନୋଟ୍ କଟକ : ଦୀର୍ଘ ଦିନ ହେବ ଆନ୍ତରାଜ୍ୟ ସ୍ତରରେ ଚାଲିଥିବା ସୁନା ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ କରିଛି...

କଟକ ଜିଲ୍ଲାର ବାସ୍ତବ ଚିତ୍ର : ଡିବିରି ଆଲୁରେ ଚଳୁଛନ୍ତି ୭୬ ହଜାର ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ଏକବିଂଶ ଶତାବ୍ଦୀରେ ମଙ୍ଗଳଗ୍ରହରେ ମଣିଷ ଘର କରିବା ପାଇଁ ଅଣ୍ଟା ଭିଡିଛି। ହେଲେ ଓଡ଼ିଶାର ଗୋଟିଏ ଅଗ୍ରସର ଜିଲ୍ଲାର ୭୬ ହଜାର ପରିବାର ବିଦ୍ୟୁତ୍ ବିନା ଯେ ଅନ୍ଧାରରେ...

ଆବର୍ଜନାମୁକ୍ତ ସହର ପାଇଁ କଟକରେ ଲାଗୁ ହେବ ନୂଆ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ହେବ ଭୂତଳ ଆବର୍ଜନା ଗଦା ପ୍ରତି ୱାର୍ଡରେ ୨ଟି ଲେଖାଏଁ ପଏଣ୍ଟ୍ ହେବ ହାଇଡ୍ରୋଲିକ୍ ବ୍ୟବସ୍ଥାରେ ଉଠିବ ଆବର୍ଜନା କଟକ: ଅସନା ସହର କଟକ। ଏହା ପ୍ରମାଣ କରିଛି ସ୍ୱଚ୍ଛ...

ବାରମ୍ବାର ଦୁର୍ଘଟଣା ପରେ ରାଜଧାନୀରେ ଚିହ୍ନଟ ହେଲା ୫ ବ୍ଲାକସ୍ପଟ

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛିା ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନେକ ଲୋକ ପ୍ରାଣ ହରାଉଛନ୍ତିା ଏହି ଦୁର୍ଘଟଣାକୁ ରୋକିବା ପାଇଁ ଏବେ ଏକ ନୂଆ ଉଦ୍ୟମ ଆରମ୍ଭ କରାଯାଇଛିା କିଛି...

ସୁରତ ଅଗ୍ନିକାଣ୍ଡ ପରେ କଟକ ଭୁବନେଶ୍ୱର କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ

ଓଡ଼ିଶାଲାଇଭ ବ୍ୟୁରୋ ସୁରତରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛିା ସୁରତରେ ଏହି ଘଟଣା ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛିା କୋଚିଂ ସେଣ୍ଟର କେତେ ସୁରକ୍ଷିତ ସେନେଇ...