ଜମିବ କଟକ ଦଶହରା – ସୁନା, ଚାନ୍ଦି ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାନନଗରରେ ରଙ୍ଗନାଥ ଟେମ୍ପୁଲ୍ ତୋରଣ
ବାଦାମବାଡିରେ ରାଜସ୍ଥାନ ରାଣୀମହଲ
ମାଲଗୋଦାମରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି
କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ କଟକ ଦୁର୍ଗାପୂଜାରେ ଆକର୍ଷଣ ସାଜିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ...
ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ – ପ୍ରକାଶ ପାଇଲା ୭୩ ଜଣିଆ ଭୋଟର ତାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଆସନ୍ତା ୨୭ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି।
ଶନିବାର ଆପତ୍ତି, ଅଭିଯୋଗ ଶୁଣାଣି ରହିଥିବା ବେଳେ ୧୫...
କମିସନରେଟ୍ ପୋଲିସର କଟକ ଦଶହରା ପ୍ରସ୍ତୁତି – ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ୧୨ରେ ସରିବ ମେଲୋଡି
ପୂଜା କମିଟି ଭଲ୍ୟୁଣ୍ଟର ନେବେ ତାଲିମ
ସାଉଣ୍ଡ ଉପରେ କଟକଣା
ସବୁ ପୂଜା ମଣ୍ଡପରେ ସିସିଟିଭି
ସୁନା, ଚାନ୍ଦି ମେଢ଼ ଜଗିବେ ବନ୍ଧୁକଧାରୀ ପୋଲିସ
କଟକ...
ନୂଆ ଟ୍ରାଫିକ ନିୟମ ପାଇଁ କଟକରୁ ଗଡ଼ିଲା ସଚେତନତା ରଥ
ଓଡ଼ିଶାଲାଇଭ ବ୍ୟୁରୋ
ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ...
ଦୁର୍ଗାପୂଜା ଲାଗି କଟକରେ ହେଲାଣି ପ୍ରତିଯୋଗିତା, ଏଥର ନଜରରେ ଖାନନଗର
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ...
୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ।
ଇତିହାସ କହୁଛି, ୧୮୩୨ ସାଲରେ...
ଏଥର ଦୁର୍ଗାପୂଜାରେ ବାଜିବନି ଡିଜେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବ ନାହିଁ ଡିଜେ। କମିସନରେଟ୍ ପୋଲିସ ପକ୍ଷରୁ ମଙ୍ଗଳବାର ଦୁର୍ଗାପୂଜା କମିଟିଗୁଡ଼ିକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ରାତି ୧୨ଟା...
ଛୁଟିଦିନରେ କରିପାରିବେ ଗାଡ଼ି କାଗଜପତ୍ର – ଖୋଲା ରହିବ ଆରଟିଓ ଅଫିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଛୁଟିଦିନମାନଙ୍କରେ ଖୋଲା ରହିବ ସରକାରୀ ଅଫିସ୍। କରି ପାରିବେ ଗାଡ଼ିର କାଗଜପତ୍ର।
ଏଣିକି ଛୁଟିଦିନରେ ମଧ୍ୟ କରିହେବ ଗାଡି କାଗଜପତ୍ର। ଛୁଟିଦିନମାନଙ୍କରେ ମଧ୍ୟ ଗାଡି କାଗଜପତ୍ର ପ୍ରଦାନ କରୁଥିବା କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ।...
ଫାଓ ଲିଗ୍ରେ ଅଘଟଣ – ପଡ଼ିଆରେ ପ୍ରାଣ ହରାଇଲେ ଫୁଟବଲ୍ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବାରବାଟୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଫାଓ ଲିଗରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ ଖେଳୁଥିବା ବେଳେ ପଡିଆରେ ଟଳି ପଡିଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଟିମର ଖେଳାଳି...
ଏସ୍ସିବିରେ ଜଗା-କାଳିଆ, ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨ ବର୍ଷ ପରେ ଦିଲ୍ଲୀରୁ ଫେରିଲେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ।
କଟକ: ଜଗା-କାଳିଆ ଶନିବାର କଟକରେ ପହଞ୍ଚିବା ପରେ ଉଭୟଙ୍କୁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୧୭ ମସିହାରୁ ଦିଲ୍ଲୀ ଏମ୍ସରେ...





















