ଭୁବନେଶ୍ଵରରୁ କଳାହାଣ୍ଡିର ଉତ୍କେଲାକୁ ଉଡ଼ିଲା ପ୍ରଥମ ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ଉତ୍କେଲା ବିମାନ ବନ୍ଦରକୁ ଆରମ୍ଭ ହେଲା ବିମାନ ସେବା। ଗୁରୁବାର ସକାଳ ୧୧ଟା ସମୟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉତ୍କେଲାକୁ ଉଡ଼ିଛି ପ୍ରଥମ...
ଆସନ୍ତାକାଲିଠୁ ଭୁବନେଶ୍ଵରରୁ ସ୍ଵାଭାବିକ ହେବ ଟ୍ରେନ ଚଳାଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ କାମ ପାଇଁ ଭୁବନେଶ୍ଵରରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ କିଛିଦିନ ହେବ ରାଜ୍ୟର ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ...
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢିଛି। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଏବେ ତାଙ୍କୁ ଗିରଫ...
‘ଇଚ୍ଛାପତ୍ର’ରେ ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷଇଚ୍ଛା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିରନିଦ୍ରାରେ ଶୋଇବା ପୂର୍ବରୁ ନିଜ ଶେଷଇଚ୍ଛାକୁ ପତ୍ରରେ ଲେଖିଥିଲେ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର।
ଦେହାନ୍ତ ପୂର୍ବରୁ ନିଜର ଶେଷଇଚ୍ଛା ପ୍ରକାଶ କରିଥିଲେ ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ...
ସାରା ଓଡ଼ିଶାରେ ଡେଙ୍ଗୁର ପ୍ରକୋପ ଜାରି, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ଏବେ ଡେଙ୍ଗୁର ପ୍ରକୋପ ଜାରି ରହିଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। କେବଳ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ...
ଜାଗା ମିଶନ ଗରିବ ଲୋକଙ୍କୁ ଦେଇଛି ନୂଆ ପରିଚୟ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଗା ମିଶନରେ ୫ ମହାନଗର ନିଗମର ୬୫ ହଜାର ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣପତ୍ର
ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର
ଜାଗା ସହ ମିଳିବ ଘର...
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି। ରାଜ୍ୟର ସରକାରୀ ଅଧିକାରୀଙ୍କ ପ୍ରଶାସନିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କ୍ଷେତ୍ରରେ ସହଭାଗିତା ପାଇଁ...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ମରଶରୀର। ସୋମବାର ଦିନ କଟକ ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ...
ଚନ୍ଦ୍ରଯାନ-୩ ସହ ଓଡ଼ିଶାର କନେକ୍ସନ: ୭୫ ହଜାର ଯନ୍ତ୍ରାଂଶ ତିଆରିଛି ଭୁବନେଶ୍ଵର ସିଟିଟିସି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=b-Jr2sUcLVY]
ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଇତିହାସ ରଚିଲା ଭାରତ। ଚନ୍ଦ୍ରଯାନର ଏହି ସଫଳତା ପାଇଁ ସମଗ୍ର ବିଶ୍ଵରୁ ଭାରତକୁ ଛୁଟିଲା ଶୁଭେଚ୍ଛାର ସୁଅ। ସାରା ଦେଶକୁ ଗୌରାବାନ୍ଵିତ...
‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର...





















