ଆଜିଠୁ ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ, ମୁହାଁମୁହିଁ ହେବେ ୮ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ପରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ରସ୍ଓଭର ମୁକାବିଲା। ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି କ୍ଵାର୍ଟର ଫାଇନାଲ ଲଢ଼େଇ। ଏହି ପର୍ଯ୍ୟାୟ ବିଶ୍ଵକପରେ ୮ଟି ଦେଶର ସ୍ଥିତି ନିର୍ଦ୍ଧାରଣ କରିବ।...
ଫ୍ରାନ୍ସକୁ ହରାଇ ବିଶ୍ଵକପ କ୍ଵାର୍ଟରରେ ଜର୍ମାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି ହକି ବିଶ୍ଵକପ କ୍ରସ୍ଓଭର ମ୍ୟାଚ। ସୋମବାର ତୃତୀୟ କ୍ରସ୍ଓଭର ମୁକାବିଲାରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଏହି ବିଜୟ ବଳରେ ଜର୍ମାନୀ ବିଶ୍ଵକପ...
ଜଟଣୀସ୍ଥିତ ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଛୁରୀର ନାଁ ରଖିଲେ କ୍ରିଷ୍ଣା
ସମ୍ପ୍ରସାରଣ ହେବ ଗୋଶାଳା
ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...
କଟକ ବଡ଼ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର: ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ହାତରେ ଲାଗିଲା ଗୋଡ଼ର ଆଙ୍ଗୁଠି। କଟକ ବଡ଼ ଡାକ୍ତରଖାନାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର। ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏହି ସଫଳ ଅସ୍ତ୍ରୋପଚାର କରିଛି। ଏଭଳି ଅସ୍ତ୍ରୋପଚାର ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଭଦ୍ରକ...
୧୨ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। ଅନୁଦାନପ୍ରାପ୍ତ...
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ବିମାନ ଯୋଗେ ଆସିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ
ରାଉରକେଲା ବିମାନ ବନ୍ଦରରେ ସ୍ୱାଗତ କରାଗଲା
ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଷ୍ଟାଡିୟମ ଆସିଲେ ଛାତ୍ରଛାତ୍ରୀ
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ...
କଳିଙ୍ଗରେ ଜିତିଲା ଭାରତୀୟ ହକି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Otd17XXTCLw]
କଳିଙ୍ଗ ଷ୍ଟାଡିୟମରେ ୱେଲ୍ସକୁ ୪-୨ ଗୋଲରେ ହରାଇ ଭାରତ ବିଜୟ ହାସଲ କରିଛି। ଏହି ମ୍ୟାଚରେ ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତୀୟ ହକି ଦଳ ନିରାଶ ହୋଇଛି।...
ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ: ନ୍ୟୁଜିଲାଣ୍ଡ ସହ ୨୨ରେ କ୍ରସଓଭର ମ୍ୟାଚ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vyJ84Wk0tSA]
ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ। ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବା ଆଶାରେ ରହିଥିବା ଭାରତୀୟ ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ...
ସଙ୍କଟରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର-ଶ୍ରୀୟାଙ୍କ ସମ୍ପର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦାରେ ପଡ଼ିଲା ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ କଳି। ପୋଲିସ କଳି ତୁଟାଇବାକୁ ଚେଷ୍ଟା କରୁଥିବାବେଳେ କେଉଁ ବାଟରେ ଗତି କରିବ ଶ୍ରୀୟା...
କଳିଙ୍ଗରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କଲା ମାଲେସିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵକପ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର ଗ୍ରୁପ୍ ‘ସି’ର ପ୍ରଥମ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି...




















