ଭୁବନେଶ୍ଵର କ୍ଲବର ସଭାପତି ହେଲେ ଅସିତ୍ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର କ୍ଲବର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ।...

କିଏ ହାତେଇବ ଭୁବନେଶ୍ଵର କ୍ଲବର ସଭାପତି ପଦ?

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇପ୍ରୋଫାଇଲ ଭୁବନେଶ୍ଵର କ୍ଲବର କର୍ମକର୍ତ୍ତା ଚୟନ ନେଇ ନିର୍ବାଚନ ସରିଛି। ଆଉ କିଛି ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ୬ଟା ସୁଦ୍ଧା ଏହାର ଫଳାଫଳା ଜଣାପଡ଼ିବ। ସବୁଠାରୁ ରୋଚକ କର...

ମୁଣ୍ଡଳୀରେ ବୋଟ ଓଲଟିବା ଘଟଣା – ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀର ମୁଣ୍ଡଳୀ ବ୍ୟାରେଜଠାରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରୁଥିବା ସମୟରେ ନିଖୋଜ ହୋଇଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଶନିବାର ଧବଳେଶ୍ଵର ନିକଟ...

ମୁଣ୍ଡଳୀରେ ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ସମୟରେ ଅଘଟଣ, ଓଲଟିଲା ଓଡ୍ରାଫ ବୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରୁଥିବା ସମୟରେ ପାଣି ସ୍ରୋତରେ ଓଲଟି ପଡ଼ିଛି ଓଡ୍ରାଫ ବୋଟ। ଏକ ରବର ବୋଟ ଜରିଆରେ ହାତୀକୁ ଉଦ୍ଧାର କରାଯାଉଥିଲା। ତେବେ...

ରାଜ୍ୟର ମୁଖ୍ୟ ସୂଚନା କମିସନର ହେଲେ ଜଳଦ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ମୁଖ୍ୟ ସୂଚନା କମିସନର ଭାବରେ ନିଯୁକ୍ତି ପାଇଲେ ତାମିଲନାଡ଼ୁର ପୂର୍ବତନ ପୋଲିସ ଡିଜି ତଥା ପୂର୍ବତନ ଆଇପିଏସ ଅଫିସର ଜଳଦ ତ୍ରିପାଠୀ। ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ...

ଗିରଫ ହେଲେ ମୋଟୁ ଥାନା ଆଇଆଇସି – ବାସଭବନରୁ ମିଳିଲା ୨୪ ଲକ୍ଷରୁ ଅଧିକ ଟଙ୍କାର ସେଲ ଡିଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଏନେଇ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ସେ ବୁଧବାର ନଖରାସ୍ଥିତ ଘରକୁ ଫେରୁଥିବା ସମୟରେ...

ରାଜଧାନୀରେ ଜଣେ ନାବାଳକର ଅପମୃତ୍ୟୁ! ପ୍ରଶ୍ନ କରିବା କାହାକୁ?

କପିଳାସ ଭୂୟାଁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ତେଣୁ ରାଜ୍ୟରେ କୋଭିଡ ସଂକ୍ରମଣରେ ଗୋଟିଏ ବି ମୃତ୍ୟୁ ଗ୍ରହଣୀୟ ନୁହେଁ। ତେବେ ରାଜ୍ୟ ରାଜଧାନୀ ତଥା ସ୍ମାର୍ଟ...

ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୧’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ସ୍କୁଲ ଅଫ କମ୍ୟୁନିକେସନ, ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଫା. ଏସ....

ଆଥଲେଟ୍ ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍‍ର ଦୁଇ ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ କିଟ୍‍ ବିଶ୍ଵବିଦ୍ୟାଳୟର ଦୁଇଟି ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ପାରା ଆଥଲେଟ୍ ପ୍ରମୋଦ ଭଗତ ଓ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ନାମିତ କରାଯିବ। ଓଡ଼ିଶା କ୍ରୀଡ଼ା ଜଗତକୁ ଏହି...

ଫେବ୍ରୁଆରି ୧୫ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ଏହି ମ୍ୟାଚ ୨୦୨୨ ଫେବ୍ରୁଆରି ୧୫ରେ ଖେଳାଯିବ। ଏନେଇ ସୋମବାର ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେବ ଓଡ଼ିଶାରେ...