ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ ସନ୍ଦିଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ବୁର୍ଲା ସ୍ଥିତ ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଭୀମସାର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ବ୍ୟକ୍ତି ଜଣଙ୍କ ୫ରୁ...
କରୋନା କାଳରେ ମହାପ୍ରଭୁଙ୍କ ରଥ କାମ – ସିଙ୍ଗଡ଼ା ବାଡ଼ିଆ ନୀତି ପରେ ଚାଲିଛି ପଇ ଖଞ୍ଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡ୍ କଟକଣା ଭିତରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି। ଶ୍ରୀମନ୍ଦିର ସମ୍ମୁଖରେ ବାୟୋ ବବଲ୍ ପରିସରରେ ସେବାୟତମାନେ ଯୁଦ୍ଧକାଳୀନ ଭିତ୍ତିରେ ରଥ କାର୍ଯ୍ୟରେ ଲାଗିଛନ୍ତି। ନୀତି...
କରୋନା କଟକଣା ଭିତରେ ଚାଲିଛି ରଥ ନିର୍ମାଣ – ସିଙ୍ଗଡ଼ା ବାଡ଼ିଆ ନୀତି ପରେ ଅର ଖଞ୍ଜା କାର୍ଯ୍ୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। କରୋନା ସଙ୍କଟ ଭିତରେ ସମସ୍ତ ପ୍ରକାର କଟକଣାକୁ ମାନି ବାୟୋ ବବଲ୍ ପରିସରରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପ୍ରକ୍ରିୟା...
ହସ୍ପିଟାଲ ବେଡ୍ରେ ଜନ୍ମଦିନ ପାଳିଲେ ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ଡଟ୍ ଇନ୍ର ମୁଖ୍ୟ ଧୃତିକାମ ମହାନ୍ତି ଆଜି ଡାକ୍ତରଖାନା ବେଡ୍ରେ ରହି ଜନ୍ମଦିନ ପାଳନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ କୋଭିଡ୍ ପାଇଁ ଗତ କିଛିଦିନ...
ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର – କିଡନୀ ଉପରେ ଥିବା ଗ୍ରନ୍ଥିରୁ ବାହାରିଲା ଟ୍ୟୁମର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କର ବାମପଟ କିଡନୀ ଉପରେ ଥିବା ଗ୍ରନ୍ଥିରୁ ୬ସେଣ୍ଟିମିଟର ଆକୃତିର ଏକ ଟ୍ୟୁମରକୁ...
ଆସୁଛି ୟାସ୍ – ଆଜି ରାତି ୧୧ଟାରୁ ୨୭ ତାରିଖ ସକାଳ ଯାଏଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାତି ୧୧ଟାରୁ ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ବାତ୍ୟା ୟାସ୍କୁ ଦୃଷ୍ଟିରେ ରଖି ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ...
ଭୁବନେଶ୍ୱର ଲୋକେ ଆଶ୍ୱସ୍ତ, ଫନି ଭଳି କ୍ଷତି କରିବନି ୟାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଦିନ ମାଡ଼ କରିବାକୁ ଥିବା ୟାସ୍ ବାତ୍ୟା ରାଜଧାନୀ ଭୁବନେଶ୍ଵରରେ ଏତେ କ୍ଷତି କରିବ ନାହିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯିବା ପରେ ରାଜଧାନୀ ଭୁବନେଶ୍ଵରର...
ରାଜଧାନୀରେ କୋଭିଡ୍ ନିୟମକୁ ବେଖାତିର – ବାତ୍ୟା ପାଇଁ ବଜାର ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ୟାସ୍ ବାତ୍ୟା ପାଇଁ ରାଜଧାନୀ ଭୁବନେଶ୍ୱରର ହାଟ ବଜାରରେ ଅସମ୍ଭାଳ ଭିଡ଼। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଘରେ ଜିନିଷ ପତ୍ର ମହଜୁଦ ରଖିବା ପାଇଁ ସୋମବାର ଓ ମଙ୍ଗଳବାର ଦୋକାନ...
ୟାସ୍ ଅପଡେଟ୍ – ଦିନ ୩ଟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଟିକିନିଖି ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟାର ରୂପ ନେଲାଣି ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍ଡେଟ୍ରୁ।
ବାତ୍ୟା ୟାସ୍କୁ ନେଇ ଏସ୍ଆରସିଙ୍କ ସୂଚନା
ମେ’୨୨ରେ ଉତ୍ତର ଆଣ୍ଡାମାନ୍ ସମୁଦ୍ରରେ ସୃଷ୍ଟି ହୋଇଥିଲା...
କରୋନା କାଳରେ ରଥଯାତ୍ରା ପାଇଁ ପ୍ରସ୍ତୁତି – ବିନ୍ଧ ଅନୁକୂଳ ପରେ ଚାଲିଛି ଘେର କଟା ଓ ବିନ୍ଧ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ବାୟୋ ବବଲ୍ ପରିସରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ। ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ରଥଖଳାରେ...





















