ଚିନ୍ତା ବଢ଼ାଇଲେ ପଞ୍ଚମ କରୋନା ରୋଗୀ – ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ସିଲ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳ ବେହେରା ଘର-ସୂର୍ଯ୍ୟନଗର, ଭୁବନେଶ୍ୱର, ପ୍ଲଟ ନମ୍ବର-୩୭ ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଅଫିସ ଛକ, ଏଲ୍‌ଆଇସି ଅଫିସ...

ଭାରତରେ ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସାରା ଦେଶରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନସୁଦ୍ଧା ୧୯୬୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୫୦ ଜଣ ପ୍ରାଣ ହରାଇଛନ୍ତି।...

ଭୁବନେଶ୍ୱରରୁ ଆସିଲା ଭଲ ଖବର – କରୋନାକୁ ଜିତିଲେ ୧୯ ବର୍ଷିୟ ଯୁବକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସୁସ୍ଥ ହୋଇ ଘରକୁ ଫେରିଲେ ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ। ଟୁଇଟ୍ କରି ସୂଚନା ଦେଲେ ରାଜ୍ୟ ସରକାର। ଭୁବନେଶ୍ୱରରୁ ଆସିଲା ଭଲ ଖବର। ଏମ୍‌ସରେ ଗତ ମାର୍ଚ୍ଚ ୧୯ରୁ ଚିକିତ୍ସିତ...

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ – ୬୧୦ ନମୁନାରୁ ୫ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିସହ ରାଜ୍ୟରେ...

ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଏପ୍ରିଲ୍ ୬ରେ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ନର୍ସ, ଫାର୍ମାସିଷ୍ଟ, ଓଟି ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୨୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୬ ତାରିଖରେ...

ଲକ୍‌ଡାଉନ୍ – ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବାଣ୍ଟିଲା ଭୁବନେଶ୍ୱର ଜିଲ୍ଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ସାରା ସହର ଲକଡାଉନ୍ ହେଇଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜିଲ୍ଲା ବିଜେପି ତାର ସେବା କାର୍ଯ୍ୟ ଜାରି ରଖଛି। ବିଜେପି...

ପୂର୍ବତଟ ରେଲବାଇର ସେଣ୍ଟ୍ରାଲ ହସ୍ପିଟାଲରେ ମେଡିକାଲ ପ୍ରାକ୍ଟିସନରଙ୍କ ନିଯୁକ୍ତି: ଏପ୍ରିଲ ୨ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପୂର୍ବତଟ ରେଲବାଇର ସେଣ୍ଟ୍ରାଲ ହସ୍ପିଟାଲରେ ୧୫ ଜଣ ମେଡିକାଲ ପ୍ରାକ୍ଟିସନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍...

ସ୍ଥାନାନ୍ତର ହେଲା ୟୁନିଟ୍‌-୪ ମାଛ ମାର୍କେଟ: ଏଣିକି ଶାସ୍ତ୍ରୀନଗର-ରେଡକ୍ରସ୍‌ଭବନ ପଟେଲ ମାର୍ଗରେ ବିକ୍ରି ହେବ ମାଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୧୪ ଯାଏଁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେଲା ୟୁନିଟ୍‌-୪ ମାଛ ମାର୍କେଟ। କରୋନା ପାଇଁ ସ୍ଥାନାନ୍ତର ହେଲା ଭୁବନେଶ୍ୱର ୟୁନିଟ୍‌-୪ ମାଛ ମାର୍କେଟ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ...

ୟେସ୍‌ ବ୍ୟାଙ୍କରୁ ଦ୍ୱିତୀୟ ଦଫାରେ ଫେରିଲା ମହାପ୍ରଭୁଙ୍କ ୧୫୬ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱିତୀୟ କିସ୍ତି ଟଙ୍କା ଫେରିଲା। ୟେସ୍‌ ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ୍‌ ୧୫୬ କୋଟି ଟଙ୍କା ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟକୁ ଫେରିଛି। ପ୍ରଥମ ଦଫାରେ...

ଲକଡାଉନ୍ ପ୍ରଭାବ – ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ବନ୍ଦ କଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ୍ କାରଣରୁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ବନ୍ଦ କରିଦିଆଯାଇଛି।  ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି...