ପୁରୀର ନୂଆ ଏସ୍ପି ଭାବେ ଦାୟିତ୍ଵ ଗ୍ରହଣ କଲେ କନଓ୍ଵର ବିଶାଲ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀର ନୂଆ ଏସ୍ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି କନଓ୍ଵର ବିଶାଲ ସିଂହ। ସେ ପୂର୍ବତନ ଏସ୍ପି ଅଖିଳେଶ୍ଵର ସିଂହଙ୍କଠାରୁ ରବିବାର କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି।
ପୁରୀକୁ ଅପରାଧମୁକ୍ତ କରାଯିବ...
ଏଥର ପର୍ଯ୍ୟଟନ ଋତୁରେ ବୁଲିଯିବା ହୀରାକୁଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଦିନିଆ ବୁଲା ବୁଲି ପାଇଁ ଓଡ଼ିଶାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ଖାସ୍ କରି ପଶ୍ଚିମ ଓଡ଼ିଶାର ବହୁ ଦର୍ଶନୀୟ ସ୍ଥଳୀ ପ୍ରତିବର୍ଷ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନର ଏହି...
କୋଡ଼ିଏ କୋଟିର ଲୁଟ୍ – ଫାଇନାନ୍ସ କମ୍ପାନିରୁ ବନ୍ଧକ ସବୁ ଗହଣା ପ୍ୟାକେଟ୍ ଲୁଟିନେଇଥିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଫାଇନାନ୍ସ କମ୍ପାନି ସୁନା ଗହଣା ଲୁଟ୍ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଘଟଣାଦିନ ୧୨ କୋଟି ଟଙ୍କାର ସୁନା ଲୁଟ୍ ହୋଇଥିବା କୁହାଯାଇଥିଲା। କିନ୍ତୁ ଏବେ ୨୦...
ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ...
କଟକ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ଡକାୟତି, ବନ୍ଧୁକ ଦେଖାଇ ଲୁଟିନେଲେ ୧୨ କୋଟିର ସୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାସଡ଼କ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି
ଦିନ ଦ୍ଵିପହରେ ବନ୍ଧୁକ ଦେଖାଇ ନେଇଗଲେ ୪ ମୁଖାପିନ୍ଧା ଲୁଟେରା
ରହସ୍ୟ ଘେରରେ ଆଲାର୍ମ, ସିସିଟିଭି, ସୁରକ୍ଷା ବ୍ୟବସ୍ଥା
କଟକ ସହରରେ ଗୁରୁବାର ଏକ...
ମାତୃଭବନ ରାସ୍ତାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ମାଲଗୋଦାମ ଓ ଛତ୍ରବଜାରକୁ ରାଜପଥ ସହ ସଂଯୋଗ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଯୋଜନା ମୁତାବକ ରାଣୀହାଟ ପୋଲଠାରୁ ମାତୃଭବନ ରାସ୍ତାରେ ଓଏମ୍ପି ପର୍ଯ୍ୟନ୍ତ ରାସ୍ତାକୁ...
ଭୁବନେଶ୍ୱର ନାବାଳିକା ବଳାତ୍କାର ମାମଲା – ହାଜର ହେଲେ ଡିଜିପି, ତଦନ୍ତକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ କୌଣସି ପଦକ୍ଷେପ ନେଇନି କ୍ରାଇମ୍ବ୍ରାଞ୍ଚ
ଡିସେମ୍ବର ୧୬ ଶେଷ ସୁଯୋଗ, ନଚେତ୍ କାର୍ଯ୍ୟାନୁଷ୍ଠାନ
କଟକ: ଭୁବନେଶ୍ୱରର ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାରେ ବୁଧବାର ପୋଲିସ ଡିଜି ଅଭୟ...
ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ଧସ୍ତାଧସ୍ତିରୁ ଜୀବନ ଯାଇଥିବା କହିଲେ ପୁରୀ ଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବାସେଳି ସାହି ଥାନାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ବଳିଆପଣ୍ଡା ଅଞ୍ଚଳର କେ ରମେଶ। ଯୁବକଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା...
ନରସିଂହପୁର ରାଜମାତା ମଞ୍ଜୁଳାମଞ୍ଜରୀ ଦେବୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନରସିଂହପୁର ରାଜମାତା ମଞ୍ଜୁଳାମଞ୍ଜରୀ ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପୂର୍ବତନ ବିଧାୟକ ଓ ବଡମ୍ବା...
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତିବାଦ କରି ବୁଧବାର ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି...




















