ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ ହେବ କରୋନା ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ଆଉ ୩ ହସ୍ପିଟାଲରେ ହେବ କରୋନା ନମୁନା ପରୀକ୍ଷା। ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ଭିମ୍ସାର୍ ଏବଂ ରାଉରକେଲା ଆଇଜିଏଚ୍ରେ କରୋନା ନମୁନା ପରୀକ୍ଷା କରାଯିବ...
କରୋନା ମୁକାବିଲା – ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍ଡାଉନ୍, ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍ଡାଉନ୍
ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ
ଲକ୍ଡାଉନ୍ ବେଳେ ଜାରି ରହିବ କୃଷି କାର୍ଯ୍ୟ
କରୋନା...
ସତ୍ୟନଗରକୁ ନେଇ ଏତେ ସସ୍ପେନ୍ସ କାହିଁକି?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦାରୁ ଯଦୁପୁର ବେଗୁନିଆ ସିଲ୍ କରିବା ପରେ ଆଜି ସକାଳେ ବିମଏମ୍ସି ଭୁବନେଶ୍ୱରର ଅନ୍ୟତମ ହାଇପ୍ରୋଫାଇଲ ଅଞ୍ଚଳ ସତ୍ୟନଗରକୁ ସିଲ୍ କରିଥିଲା। ସତ୍ୟନଗରକୁ ବିଏମ୍ସି କର୍ତ୍ତୃପକ୍ଷ ଅଚାନକ...
ଏବେ କରୋନା ଚିକିତ୍ସାର ପୂରାପୂରି ଦାୟିତ୍ଵ ରାଜ୍ୟ ସରକାରଙ୍କର, କୋଭିଡ୍ ହସ୍ପିଟାଲ୍ ଓ ଭେଣ୍ଟିଲେଟର୍ ଭରସା!
ନୀଳାମ୍ବର ରଥ
କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ସବୁଠୁ ବଡ଼ ଆବଶ୍ୟକତା ହେବ ଭେଣ୍ଟିଲେଟର।
ରାଜ୍ୟ ସରକାର ଏବେ ଘୋଷଣା କରିଛନ୍ତି ଯେ, ରାଜ୍ୟର ସମସ୍ତ କରୋନା ରୋଗୀଙ୍କର ଚିକିତ୍ସା କେବଳ ସରକାର ପ୍ରସ୍ତୁତ କରିଥିବା...
ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ, ଟୁଇଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଲା ସ୍ପଷ୍ଟୀକରଣ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ଵର ସତ୍ୟନଗର ଅଞ୍ଚଳ ସିଲ୍ ପରେ ଆକ୍ରାନ୍ତଙ୍କୁ ନେଇ ବଢ଼ିଥିଲା ଦ୍ୱନ୍ଦ୍ୱ।
କେବଳ ଭୁବନେଶ୍ୱରରେ ୩୪ ପଜିଟିଭ୍
ବମିଖାଲରେ ୧୪, ସୂର୍ଯ୍ୟନଗରରେ ୮
ସତ୍ୟନଗରରେ ୪, ସହିଦନଗରରେ ୧
କପିଳପ୍ରସାଦ,...
ଘରେ ୭ ମାସର ଛୁଆ – କୋଭିଡ୍ ଯୁଦ୍ଧରେ ପ୍ରତିଦିନ ଲଢ଼ୁଛି ଆଇଏଏସ୍ ମା’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଘରେ ୭ ମାସର ଝିଅକୁ ଛାଡ଼ି କରୋନା ପାଇଁ ଦିନରାତି ଲଢୁଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରଓ୍ୱଣେ। ଜାଣନ୍ତୁ ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ଲକ୍ଡାଉନ୍ କାହାଣୀ...
ସାଧାରଣ...
ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=fbYkoY8WDoE]ରାଜ୍ୟରେ କରୋନା ନେଲା ପ୍ରଥମ ମୁଣ୍ଡ। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍...
ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖା ୪୧
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ୟୁନିଟ୍-୪ ମଧୁସୂଦନ ନଗରରେ। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍...
୬୨ ଜିଲ୍ଲା ଉପରେ ନଜର, ଲକ୍ଡାଉନ ଏଠି ଜାରି ରହିବ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗତ ସାତ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏ ହି ସଂଖ୍ୟା ଏବେ ୪୫୦୦ ଡେଇଁଛି। ତେବେ ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତ...
ଲକ୍ଡାଉନ୍ ନିୟମ ମାନିଲେନି, ଟୁଇନସିଟିରେ ୨୦୦୦ ବାଇକ୍ ଉଠାଇନେଲା ପୋଲିସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି କଟକରୁ ୧୦୧୯ ଏବଂ ଭୁବନେଶ୍ୱରରୁ ୮୭୪ ବାଇକ୍ ଜବତ କଲା ପୋଲିସ।
କଟକ, ଭୁବନେଶ୍ୱର ଟୁଇନସିଟିରୁ ସଟ୍ଡାଉନ୍ ହଟିବା ପରେ କଡ଼ାକଡ଼ି ହୋଇଛି ଲକ୍ଡାଉନ୍ ନିୟମ। ଲକ୍ଡାଉନ୍ ନିୟମ ମାନିବାକୁ...





















