ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ, ବିସ୍ତୃତ ସୂଚନା ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାରେ ଗୁରୁବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ବୋଲି ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସ୍ପଷ୍ଟ...

କରୋନା ପାଇଁ ଏସ୍ଓପି ଜାରି କଲା ବିଏମସି – ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ...

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ସଚେତନତା ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପୋସିଜିଅର) ଜାରି କରିଛି। ଏଥିରେ ବଜାର, ହାଟ ଓ ଦୋକାନମାନଙ୍କରେ ବ୍ୟବାସାୟୀମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା...

ରାଜମହଲ ଛକକୁ ସ୍ଥାନାନ୍ତର ହେଲା ଭୁବନେଶ୍ଵର ୟୁନିଟ-୧ ହାଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱର ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ସମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି ବିଏମସି। ଯଥାଶୀଘ୍ର ବ୍ୟବସାୟୀଙ୍କୁ ୟୁନିଟ୍‌-୧ ହାଟ...

ବ୍ରହ୍ମପୁର: ସାମାଜିକ ଦୂରତ୍ୱ ନିୟମ ଭାଙ୍ଗିଲା ମେଡିସିନ୍ ଷ୍ଟୋର, ଦୋକାନ ସିଲ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ। ଯାହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ସୁବ୍ରତ ବାଗଚି –  ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଅନ୍ୟ...

ସାମାଜିକ ଦୂରତା ପାଇଁ ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଛନ୍ତି ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ରାସ୍ତା। ଏହାକୁ ଲୋକେ ସଚେତନତାର ସହ ମାନୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ରାସନ, ପରିବା କିଣିବା ବେଳେ ଜଣେ...

୨୧ ଦିନିଆ ଲକ୍‌ଡାଉନ୍‌: ଚାରିଆଡ଼େ ଚେକିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ର ଆଜି ପ୍ରଥମ ଦିନ। ମଙ୍ଗଳବାର ମଧ୍ୟରାତିରୁ ଦେଶରେ ଳକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଘରୁ...

ରାଜଧାନୀରେ ଅଡ୍ – ଇଭିନ୍ ଗାଡ଼ି ଚେକିଂ ଜୋରଦାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି...

ଅଟକିଗଲା କଟକ – ଜନତା କର୍ଫ୍ୟୁକୁ ସହରବାସୀଙ୍କ ଅଭୁତପୂର୍ବ ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ଛକ, ବଜାରରେ ପୋଲିସ୍‌ ବ୍ୟାରିକେଡିଂ। କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ...

ବ୍ରହ୍ମପୁର ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କୁ ସିଟି ବସ୍‌ରେ ପଠାଗଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜନତା କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସି ଅଟକି ରହିଥିଲେ ଶହଶହ ଯାତ୍ରୀ। ସେମାନଙ୍କୁ ଜିଲ୍ଲା ପ୍ରଶାସନ...