ପୁଣି ଲିଙ୍ଗରାଜ ମନ୍ଦିର ଚାରିପଟେ ବୁଲିବ ବୁଲଡୋଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ଚାରିପଟେ ଆଜିଠୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ୨ ଦିନର ବିରତି ପରେ ପୁଣି ଉଚ୍ଛେଦ କରାଯିବ। ବୁଧବାର ବିଏମ୍‌ସି କମିସନର ପ୍ରେମ୍‌ଚାନ୍ଦ ଚୌଧୁରୀଙ୍କ ବୈଠକ ପରେ...

ବାରବାଟୀରେ ଭାରତଠାରୁ ଥରଟିଏ ବି ଜିତିନି ୱେଷ୍ଟଇଣ୍ଡିଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀରେ ୱେଷ୍ଟଇଣ୍ଡିଜ୍‌କୁ ତିନି ଥର ସାମ୍ନା କରିଛି ଟିମ୍‌ ଇଣ୍ଡିଆ। କଟକ: ବାରବାଟୀ ଷ୍ଟାଡିୟମ୍ ଠାରେ ଆସନ୍ତା ୨୨ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବାକୁ ଯାଉଛି। ଏନେଇ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି...

ଚୌଦ୍ଵାର ପୋଲିସ ଏନ୍‌କାଉଣ୍ଟରରେ ଡକାୟତ ବବ୍‌ଲୁ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ନରାଜ ବଜାର ଅଞ୍ଚଳରେ ଚୌଦ୍ଵାର ପୋଲିସ ଓ ସ୍ପେଶିଆଲ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଡକାୟତ ସଚିନ୍‌ ପାଓ୍ଵାର ଓରଫ ବବ୍‌ଲୁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାକୁ...

କେଉଁଠି ଭରିବେ ଟ୍ରାଫିକ୍ ଚାଲାଣର ଫାଇନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ପାଖକୁ ଟ୍ରାଫିକ୍‌ ଚାଲାଣ ଆସିଛି କି? ଟ୍ରାଫିକ୍‌ ଫାଇନ୍‌ କେଉଁଠି ଭରିବେ ତାହା ଜାଣିପାରୁ ନାହାନ୍ତି କି? ତେବେ ଜାଣନ୍ତୁ କେଉଁଠି ଭରିବେ ଜରିମାନା। ଏନେଇ କମିସନରେଟ୍ ପୋଲିସ ଟୁଇଟ୍...

ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦକୁ ନେଇ ବିରୋଧ – ଆଗ ଥଇଥାନ, ପରେ ଉଚ୍ଛେଦ କରିବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପାଖରେ ଜବରଦଖଲ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ନ କରି ଏବଂ ପୂର୍ବରୁ ସୂଚନା ନ ଦେଇ...

ଟୁଇଟର୍‌ରେ ପ୍ରଶ୍ନ ପଚାରିବେ ଲୋକେ, ଲାଇଭ୍‌ ଚାଟ୍‌ରେ ଉତ୍ତର ଦେବେ ପୋଲିସ କମିସନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକେ ପ୍ରଶ୍ନ ପଚାରିବେ, ଉତ୍ତର ଦେବେ ପୋଲିସ କମିସନର। ଲୋକମାନଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ଅଭିନବ ପ୍ରୟାସ କରିଛନ୍ତି। ଆସନ୍ତା ଡିସେମ୍ବର ୧୪ ତାରିଖରେ କମିସନର...

ଓଡ଼ିଆ ସାଙ୍ଗଙ୍କୁ ଭୁଲି ନାହାନ୍ତି ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ପଗଡ଼ି ଦେଖି ୧୩ ବର୍ଷ ତଳର ପୁରୁଣା ସାଙ୍ଗକୁ ଚିହ୍ନିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ‘‘ମୁଁ ଆପଣଙ୍କ ପଗଡ଼ି ଦେଖି ଚିହ୍ନିପାରିଲି କାରଣ ଏଠି ଆଉ କେହି ଲୋକ ପଗଡ଼ି ପିନ୍ଧିନାହାନ୍ତି। ତେଣୁ...

ଲିଙ୍ଗରାଜ ମନ୍ଦିର ଚାରିପଟୁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚାରିପଟୁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ସିଂହଦ୍ୱାରଠାରୁ ଭଜନ ମଣ୍ଡପ ଯାଏଁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ମାପଚୁପ କରି ଚିହ୍ନ ଦିଆଯାଇଥିଲା,...

ବଦଳିବ ଲିଙ୍ଗରାଜ ମନ୍ଦିର ଚାରିପଟ ଚେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଏକାଦଶ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ଓଡ଼ିଶା ସରକାର ୭୦୦ କୋଟି ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି। ଆସନ୍ତା ୨୫ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା...

ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ଓ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ଝିଅ ଶ୍ୱେତା କୋବିନ୍ଦ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ୱରୀ...