କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। କଟକ ମହାନଦୀ ପଠାରେ ଆରମ୍ଭ ହୋଇଥିବା ବାଲିଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ...

ବିଧାନସଭା ଶୀତ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ବିଧାନସଭାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ୍...

ଏଣିକି ବିଧାନସଭାରେ ମୋବାଇଲ୍ ଆପ୍ ଜରିଆରେ ପ୍ରଶ୍ନ ପଚାରିବେ ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ମୋବାଇଲ ସାହାଯ୍ୟରେ ପ୍ରଶ୍ନ ପଚାରିପାରିବେ ବିଧାୟକ। ବିଧାନସଭାର ଶୀତ ଅଧିବେଶନରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ...

ନଭେମ୍ବର ୧୩ରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ‘ରାଇସ୍ ୱାକ୍’ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିସରରେ ନଭେମ୍ବର ୧୩ ତାରିଖରେ ‘ରାଇସ୍ ୱାକ୍, ୱାକ୍ ଉଇଥ୍ ରାଇସ୍, ନୋ ୟୋର ରାଇସ୍’ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହେବ। ଏଥିରେ...

ବାଲିଯାତ୍ରା ଯାଉଛନ୍ତି କି? କେମିତି ସୁରକ୍ଷିତ ବୁଲିବେ…

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା। ଆଜିଠୁ କଟକ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଲାଗିବ। ଓଡ଼ିଶାର କୋଣ ଅନୁକୋଣରୁ ଏହି ବାଲିଯାତ୍ରାର ମଜା ନେବା ପାଇଁ ଲୋକେ ଆସନ୍ତି। ଯଦି ଆପଣ...

ବାଲିଯାତ୍ରା ଯାଉଛନ୍ତି କି? ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା। ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି। ଯଦି ଆପଣ କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି, ତେବେ ଜାଣନ୍ତୁ କେଉଁଠି କରିବେ ଗାଡ଼ି...

ଦକ୍ଷିଣ ପୂର୍ବ ଏସିଆ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କକୁ ନେଇ ଭୁବନେଶ୍ୱରରେ ଫଟୋଚିତ୍ର ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ରିସୋର୍ସ୍ ଇଣ୍ଡିକା ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱ ଲଳିତ କଳା ଏକାଡେମୀଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ...

ନଭେମ୍ବର ୧୪ରେ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ଚକ୍ଷୁ ରୋଗୀଙ୍କ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଡାଇବେଟିକ୍‌ ପ୍ରଭାବିତ ଚକ୍ଷୁ ରୋଗୀଙ୍କ ପାଇଁ ସମ୍‌ ହସ୍ପିଟାଲରେ ମାଗଣାରେ ହେବ ପରୀକ୍ଷା। ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ...

ଏସ୍‌ସିବିରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ: ଶବ ରଖି ଧାରଣାରେ ବସିଲେ ବସ୍ତିବାସିନ୍ଦା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଚିକିତ୍ସାଜନିତ ଅବହେଳା ଯୋଗୁଁ ଏସ୍‌ସିବି ଡାକ୍ତରଖାନାରେ ଜଣେ ଦୁର୍ଘଟଣାଗ୍ରସ୍ତ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ସିଡିଏ ସେକ୍ଟର ୬ସ୍ଥିତ ହଇରାଣପୁର ବସ୍ତିର ସରୋଜ ଦାସଙ୍କ ପୁଅ...

ପାତ୍ରପଡ଼ାରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇଲା ୟୁନିକ୍ ପାଠଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି ‘ୟୁନିକ୍ ପାଠଶାଳା-ଇଚ ଓ୍ଵାନ୍ ଟିଚ୍ ଓ୍ଵାନ୍’। ଗରିବ ଓ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବା ପାଇଁ ଚଣ୍ଡୀପ୍ରସାଦ ଫାଉଣ୍ଡେସନ୍‌...