ଅପରାଧିକୁ ଧରିବାକୁ ଯାଇ ମାଡ଼ ଖାଇଲେ ପୋଲିସ
ଓଡ଼ିଶାଲାଇଭ ବ୍ୟୁରୋ
ଅପରାଧିକୁ ଧରିବାକୁ ଯାଇ ପୋଲିସ ବାବୁଙ୍କୁ ହଟାହଟା ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରସିଂ ଗାଁରେ। ସାଦା ପୋଷାକରେ ଅପରାଧିକୁ ଧରିବାକୁ ଯାଇଥିବା...
ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଉଦ୍ଯାପିତ – ପଦକ ପୋଛିନେଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ରେ ଭାରତକୁ ମିଳିଲା ୧୫ ପଦକ।
କଟକ : ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ରେ ପ୍ରଥମରୁ ଶେଷ ଯାଏଁ ରହିଲା ଭାରତର ଦବଦବା। ସବୁ ବର୍ଗର ଇଭେଣ୍ଟରୁ ସ୍ୱର୍ଣ୍ଣ...
ଖୁବଶୀଘ୍ର ଭୁବନେଶ୍ଵରରୁ ସୁରଟକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ ବ୍ୟୁରୋ
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରରୁ ସୁରଟକୁ ଖୁବଶ୍ରୀଘ୍ର ସପ୍ତାହରେ ଦୁଇଥର ବିମାନ ଚଳାଚଳ କରିବ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ...
କମଳା ପୂଜାରୀ, ଦୈତାରୀ ନାଏକ, ପ୍ରକାଶ ରାଓଙ୍କୁ ରୁଚି ପ୍ରତିଭା ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହିଦଭବନରେ ୨୩ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ରୁଚି ପ୍ରତିଭା ପାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସମାରୋହକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...
ରାସ୍ତାରୁ ପାଇଥିବା ପର୍ସ ଫେରାଇ ସାଧୁତାର ପରିଚୟ ଦେଲେ ଭିନ୍ନକ୍ଷମ ବିପିନ
ଓଡ଼ିଶାଲାଇଭ ବ୍ୟୁରୋ
ରାସ୍ତା ଉପରେ ପଡ଼ିଥିବା ଏକ ପର୍ସ ପାଇ ତାକୁ ତା’ର ସଠିକ୍ ମାଲିକ ପାଖରେ ପହଞ୍ଚାଇ ସାଧୁତାର ପରିଚୟ ଦେଇଛନ୍ତି ଭିକ୍ଷା ବୃତ୍ତି କରୁଥିବା ବିପିନ ନାୟକ। ବିପିନ ଜଣେ ଭିନ୍ନକ୍ଷମ।...
‘ଅସୀମ ଓଡ଼ିଶା’ ପକ୍ଷରୁ ଭୁବନେଶ୍ୱର-ପୁରୀ ରାସ୍ତାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଜୁଲାଇ ୨୧, ରବିବାର ଦିନ ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର...
ଆସନ୍ତାକାଲି ଭୋର ୪ଟାରୁ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ
ଓଡ଼ିଶାଲାଇଭ ବ୍ୟୁରୋ
ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ଅପରାହ୍ନରୁ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନୀତିକାନ୍ତିକୁ ଠିକ...
କଟକ, ପୁରୀ ଓ ଭୁବନେଶ୍ଵରରେ ଗଡ଼ିବ ଇଲେକ୍ଟ୍ରିକ ବସ୍
ଓଡ଼ିଶାଲାଇଭ ବ୍ୟୁରୋ
ସହରମାନଙ୍କରେ ଅତ୍ୟଧିକ ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ଵର ଓ ପୁରୀରେ ଇଲେକ୍ଟ୍ରିକ ବସ ଚଲାଇବାକୁ ଯୋଜନା କରିଛନ୍ତି।
ବିଜ୍ଞାନ ଓ...
ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ – ଭାରତ ଚାମ୍ପିଅନ୍, ଜିତିଲା ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ର ଟିମ୍ ଇଭେଣ୍ଟରେ ଭାରତ ଉଭୟ ମହିଳା ଓ ପୁରୁଷ ବର୍ଗରେ ଚାମ୍ପିଅନ୍ ହୋଇଛି। ଦଳୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ଦଳ ଟାଇଟଲ୍...
ଉତ୍କଳ ବିଶ୍ଵବିଦ୍ୟାଳୟ ଡିଡିସିଇରେ ବିଭିନ୍ନ କୋର୍ସ ପାଇଁ ନାମଲେଖା ବିଜ୍ଞପ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ବିଭିନ୍ନ କୋର୍ସରେ ନାମଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୩୧.୦୭.୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ।
ଡିଷ୍ଟାନ୍ସ ମୋଡ (ମ୍ୟାନେଜମେଣ୍ଟ...





















