ରାଜଧାନୀରେ ରଙ୍ଗ୍ ରୁଟ ଡ୍ରାଇଭିଂ, ଜବତ ହେଲା ଶତାଧିକ ବାଇକ

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ। ପୋଲିସ ନଜରରେ ପଡ଼ିଲେ ଜବତ ହେବ ଆପଣଙ୍କ ଗାଡ଼ି। ଏନେଇ ଟ୍ରାଫିକ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଡ୍ରାଇଭ...

ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ କନକ୍ଲେଭ ‘ଜେମ୍ପ୍ଲିଫାଇ ୨୦୨୩’ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ବାର୍ଷିକ ମିଡିଆ କନକ୍ଲେଭ ‘ଜେମ୍ପ୍ଲିଫାଇ ୨୦୨୩’। 'ନ୍ୟାଭିଗେଟିଂ ନ୍ୟାରେଟିଭସ୍: ଦି ଆର୍ଟ ଅଫ ସ୍କ୍ରିନପ୍ଲେ ରାଇଟିଂ ଆଣ୍ଡ ଡାଇରେକ୍ସନ'...

ଫ୍ୟାମିଲି କୋର୍ଟରେ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହୋଇଯାଇଛି। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ...

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ, ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ  

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ ବିପର୍ଯ୍ୟୟ...

ଭୁବନେଶ୍ଵରରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ୯ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଲୋୟର୍ ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଓ ୧୮ ହଜାର ଟଙ୍କା ଦରମା ଦାବି ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ...

ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ଓଡ଼ିଶା ବିଧାନସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର ଦିନଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ...

ନୂଆଁଖାଇରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଗଣପର୍ବ ନୂଆଁଖାଇରେ ଉତ୍ସବମୁଖର ହୋଇଛି ସମଗ୍ର ପଶ୍ଚିମ ଓଡ଼ିଶା। ଏହି ଅବସରରେ ବୁଧବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଢୋଲ,...

ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ଗଛକୁ ଶ୍ରୀଗଣେଶଙ୍କ ରୂପରେ ସଜେଇ ନିଆରା ଢଙ୍ଗରେ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଗଣେଶ ଚତୁର୍ଥୀରେ ସବୁଆଡ଼େ ଭଗବାନ ଗଣେଶଙ୍କ ଧୁମଧାମରେ ପୂଜା କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ବକୁଳ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ଗଣେଶ ପୂଜା କରାଯାଇଛି। ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ଭାରତରେ...

ଗୋଟିଏ ବହି ଓ ଜଣେ ଲେଖକଙ୍କ ଜନ୍ମ ଲଗ୍ନ

କପିଳାସ ଭୂୟାଁ ଓଡ଼ିଆ ଚଳଚ୍ଚିତ୍ରର ପ୍ରାୟ ନବେ ବର୍ଷର ଇତିହାସକୁ ନେଇ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅବସ୍ଥା ତଥା ତା’ ମଧ୍ୟରେ ଓଡ଼ିଆ ଆତ୍ମ ପରିଚୟ ସମ୍ପର୍କରେ ଇଂରାଜୀ ଭାଷାରେ ଲିଖିତ...

ଆଠଗଡ଼: କାର-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ ଛକଠାରେ ସୋମବାର ଦିନ କାର-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା...