ରୋଚକ ହେବ କଟକ ଲୋକସଭା ଲଢ଼େଇ, ଅଭିଜ୍ଞ ଭର୍ତ୍ତୃହରିଙ୍କୁ ଟକ୍କର ଦେବେ ସଂତୃପ୍ତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।    କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର...

‘ସ୍ୱକଳ୍ପ ସହଯୋଗ’: ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର...

ଭୁବନେଶ୍ଵର: ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନ‌ତା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ (ଆଇଏଚଏସ୍) ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ପାଳିତ ହୋଇଯାଇଛି। ଅଟିଜିମ ବିଷୟରେ ବ୍ୟାପକ ଜନସଚେତନତା ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ...

 ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି...

ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଭୋଟ ଦେବା ଜରୁରୀ – ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଟ ଦେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପାଇଁ ଏଡିଆର ଏବଂ ଓଡ଼ିଶା ଇଲେକସନ ୱାଚ୍‍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁବନେଶ୍ଵରରେ ରାଜ୍ୟସ୍ତରୀୟ ଆଲୋଚନା...

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଭୁବନେଶ୍ଵର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଭୁବନେଶ୍ଵର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଶନିବାର ସକାଳେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପି...

ସୁନା ଦର ୧୦ ଗ୍ରାମ ପ୍ରତି ୬୯ ହଜାର ପାର୍, ଦିନକରେ ବଢ଼ିଲା ୧୩ ଶହ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ ବେଲଗାମ ହେବାରେ ଲାଗିଛି ସୁନା ଦର। ଶୁକ୍ରବାର ଦିନ ୧୦ ଗ୍ରାମ ପ୍ରତି ୧୩ ଶହ ଟଙ୍କା ଲେଖାଏଁ ବଢ଼ିଛି ସୁନାର ମୂଲ୍ୟ। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା...

ଏଥର ଲୋକସଭା ଆସନରେ ଲଢ଼େଇ ହେବ ଜୋରଦାର: କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଭୁବନେଶ୍ଵରରେ ମୁହାଁମୁହିଁ ହେବେ ହେଭିଓ୍ଵେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ହେବ ଜୋରଦାର, ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଲାଗି ମୁହାଁମୁହିଁ ହେବେ ହେଭିଓ୍ଵେଟ। ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ...

ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଏଥର ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ-ମନ୍ମଥ ରାଉତରାୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ। ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...

ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ...