ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ସଜେଇ ହେଉଛି ପୁରୀ: ଅତିଥି ଦେଖିବେ ମହାରାଜା ପୁରୁଷୋତ୍ତମ ଦେବ ଓ...

ଭାସ୍କର ପରିଚ୍ଛା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଏକାଠି ହେବେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ। ଏଥିରେ ବହୁ ଧର୍ମଗୁରୁ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଗତ...

ମନେ ରହିବେ ଅଭିନ୍ନ ସାର୍

ଅସିତ୍ ମହାନ୍ତି ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। ଅଭିନ୍ନ ସାର୍ ଚାଲିଗଲେ। କିନ୍ତୁ ଅଭିନ୍ନ ସାର୍ ମୋର ମନେ ରହିବେ ସବୁଦିନ। ମୁଁ ରେଭେନ୍ସାରେ ଓଡ଼ିଆରେ ଏମ୍.ଏ. ପଢ଼ିବା...

ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଲୋକସେବା ଭବନ ଉଦ୍ୟାନ ରବିବାରଠାରୁ ଖୋଲିଛି। ରବିବାରଠାରୁ ଜାନୁଆରି ମାସର ସମସ୍ତ ଛୁଟି ଦିନମାନଙ୍କରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିଛି। ରବିବାର ସହ ଜାନୁଆରି ମାସର...

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ଖୋଲିଲା ରାଜଭବନ ଉଦ୍ୟାନ। ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ ସାଧାରଣ ଦର୍ଶକ। ଅପରାହ୍ଣ ୨ଟା ୩୦ରୁ ୫ଟା...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ହସ୍ତାନ୍ତର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହେବାର ନାଁ ନେଉନି। ଶନିବାର ଦିନ ତୃତୀୟ ଆହତ ବ୍ୟକ୍ତିଙ୍କର...

ଭୁବନେଶ୍ଵରରେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଡାକ୍ତର ଅଜୟ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଶନିବାର ଦିନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଡାକ୍ତର ଅଜୟ କୁମାର। ନୂଆ ପ୍ରଭାରୀଙ୍କୁ ସ୍ଵାଗତ କରିବା ଲାଗି...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ନିଜକୁ ଦିଲ୍ଲୀପ ସାମନ୍ତରାୟ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ...

ଭୁବନେଶ୍ୱରରେ ଜାତୀୟ ଜନଜାତି ଶିଳ୍ପ ମେଳା ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ • ଓଡ଼ିଶା ସହିତ ୧୨ଟି ରାଜ୍ୟର ୨୦୦ରୁ ଅଧିକ ଜନଜାତି ଶିଳ୍ପୀ ସାମିଲ• ଜନଜାତି ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି• ଓଡ଼ିଶାର ୧୬ଟି ଜନଜାତି କଳାକୃତିର...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ପୁରୀ ଶ୍ରୀମନ୍ଦିରରୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଛି ନିୟନ୍ତ୍ରଣ।...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ମୃତ ଦିଲ୍ଲୀପ ସାମନ୍ତରାୟ ଜୀବିତ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ଦିଲ୍ଲୀପ ସାମନ୍ତରାୟ ବର୍ତ୍ତମାନ ଜୀବିତ, ଏହା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୨୩ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ...