ଚିଲିକା ପାଇଁ ବିପଦ ସୃଷ୍ଟି କରୁଛି ମାଲେସିଆ ଜାହାଜର କଣ୍ଟେନର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ଗତ ଅଗଷ୍ଟ ୯ ତାରିଖରେ ଏକ ମାଲେସିଆର ମାଲବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଥିଲା। ଦୀର୍ଘଦିନ ଧରି ସେଠାରେ ପଡ଼ି ରହିବା ପରେ ଜିଲ୍ଲା...
ଏଣିକି ଦେବୋତ୍ତର ବିଭାଗ ଅଧିନରେ ରହିବ ନାହିଁ ପୁରୀ ଗୋବର୍ଦ୍ଧନ ମଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍-୨୦୧୯ ପାରିତ କରିଛନ୍ତି। ଏହି ବିଲ୍ ପାସ୍ ହେବା ଫଳରେ ପୁରୀ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି।...
ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଶୁଭାରମ୍ଭ କଲା ନାଲକୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍କୋ) ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଲିତ ଅଟୋ ଏବଂ ଏକ ପିସିଆର ଭ୍ୟାନର ଶୁଭାରମ୍ଭ କରିଛି। ବୁଧବାର କେନ୍ଦ୍ର ଖଣି ବିଭାଗର ଅତିରିକ୍ତ...
ସରିଲା କାର୍ତ୍ତିକ, ଶ୍ରୀକ୍ଷେତ୍ରରୁ ଫେରିଲେ ହାବିଷ୍ୟାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ସରିଲା ପବିତ୍ର ଓ ପୂଣ୍ୟ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ହବିଷ୍ୟାଳିଙ୍କ ଘର ବାହୁଡା ହୋଇଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବିଭିନ୍ନ...
ପୁରୀରେ ସଡ଼କ ଦୁର୍ଘଟଣା – ବାଇକ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସାତପଡ଼ା ଭୁବନେଶ୍ୱର ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ସୂଚନା...
ପଞ୍ଚକ ଚତୁର୍ଦ୍ଦଶୀ, ଆଜି ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପଞ୍ଚକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ...
ଅଁଳା ନବମୀରେ ରାଧା ପାଦ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ଶ୍ରୀରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜିପରି ଏକ...
ଶ୍ରୀମନ୍ଦିର ସଂସ୍କାର – ସୁପ୍ରିମକୋର୍ଟ ଦେଲେ ୨୨ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରର ନୀତି ଓ ପରିଚାଳନାରେ ସଂସ୍କାର ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମୋଟ ୨୨ଟି...
ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇ ପାରନ୍ତି ସୁପ୍ରିମକୋର୍ଟ। ଆମିକସ୍ କ୍ୟୁରିଙ୍କ ଷ୍ଟାଟସ୍ ରିପୋର୍ଟ ଆଧାରରେ ୧୨ଟି ପ୍ରସ୍ତାବ ଉପରେ ତର୍ଜମା କରି କୋର୍ଟ ରାୟ ଦେଇପାରନ୍ତି।
ଶ୍ରୀମନ୍ଦିର ଭୂସମ୍ପତ୍ତି ସୁରକ୍ଷା,...
ଏଣିକି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ କୋଣାର୍କ ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ସୋ' ଦେଖିବାର ସମୟସୀମା ଶୁକ୍ରବାରଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ...





















